ଶାରୀରିକ ସମ୍ବନ୍ଧରେ କାହାକୁ ଅଧିକ ସୁଖ ମିଳେ, ଜାଣନ୍ତୁ ଏହି ଉପାୟରେ…..

ଆଜି ଆମେ ଜାଣିବା ଶାରିରୀକ ସମ୍ପର୍କ ରଖିଲେ କାହାକୁ ବେଶୀ ଆନନ୍ଦ ମିଳି ଥାଏ । ପୁରୁଷ ମାନଙ୍କୁ ଅଧିକ ଆନନ୍ଦ ବା ସୁଖ ମିଳି ଥାଏ ନା ସ୍ତ୍ରୀ ମାନଙ୍କୁ ଅଧିକ ଆନନ୍ଦ ବା ସୁଖ ମିଳି ଥାଏ। ତେବେ ଆଜି ଆମେ ଏହି ସମ୍ପରକ ରେ ଜାଣିବା ଯାହା ବୈଜ୍ଞାନିକ ମତ ଅନୁସାରେ ଅଟେ । ତେବେ ପ୍ରଥମେ ପୁରୁଷ ମାନଙ୍କ ବିଷୟ ରେ ଜାଣିବା ।

ତେବେ ପୁରୁଷ ମାନଙ୍କ ବିଷୟ ରେ କହିବାକୁ ଗଲେ 95% ପୁରୁଷ ମାନଙ୍କୁ ର ଶାରିରୀକ ସମ୍ପର୍କ ସୁଖ ବିଷୟ ରେ କହିବାକୁ ଗଲେ ସେମାନଙ୍କୁ 5-9 ସେକେଣ୍ଡ ସମୟ ଜାଏ ଶାରିରୀକ ସୁଖ ମିଳି ଥାଏ ।

ସେହି ପରି ଯଦି ମହିଳା ମାନଙ୍କ ବିଷୟ ରେ କହିବା ତେବେ ସେମାନଙ୍କୁ ଶାରିରୀକ ସମ୍ପର୍କ ର ସୁଖ 20-25 ସେକେଣ୍ଡ ଜାଏ ମିଳି ଥାଏ । ଅର୍ଥାତ୍ ମହିଳା ମାନେ 20-25 ସେକେଣ୍ଡ ଜାଏ ତାଙ୍କ ଶାରିରୀକ ସୁଖ ର ବା ଚରମ ସୁଖ ର ଆନନ୍ଦ ନେଇ ଥାଆନ୍ତି।

ଏହା ବ୍ୟତୀତ ପୁରୁଷ ମାନଙ୍କ କ୍ଷେତ୍ର ରେ କହିବାକୁ ଗଲେ କିଛି ବୈଜ୍ଞାନିକ ମାନ ଙ୍କ ଦ୍ଵାରା କରା ଯାଇ ଥିବା ରିସର୍ଚ୍ଚ ଅନୁସାରେ ଏବଂ ନିମୋନିକଲ୍ ସ୍ତଡି ଅନୁସାରେ କେଉଁ ଥି ଏହା 7 ସେକେଣ୍ଡ କୁହା ଯାଉଚି ତ କେଉଁଠି ଏହା କୁ 9 ସେକେଣ୍ଡ ବୋଲି କୁହା ଯାଉ ଅଛି ।

କିନ୍ତୁ ସମସ୍ତ ଙ୍କ ର ରେଜଲ୍ଟ କୁ ଆଖି ଆଗରେ ରଖି ପୁରୁଷ ମାନଙ୍କ ର ଏହି ସୁଖ କୁ ହାରା ହାରି 5-9 ସେକେଣ୍ଡ ବୋଲି କୁହା ଯାଉଛି । ସେହି ଭଳି ମହିଳା ଙ୍କ କ୍ଷେତ୍ର ରେ ମଧ୍ୟ କେତେକ ବୈଜ୍ଞାନିକ ମାନଙ୍କ ରିସର୍ଚ୍ଚ ଓ ଗବେଷଣା ଅନୁସାରେ କେଉଁଠି ଏହା କୁ 20 ସେକେଣ୍ଡ ଓ କେଉଁଠି ଏହା କୁ 23 ସେକେଣ୍ଡ କୁହା ଯାଇଛି ।

ତେଣୁ ଉଭୟ ଫଳା ଫଳ ବେଶ୍ କରି ଏହା କୁ ହାରା ହାରି 20 ରୁ 25 ସେକେଣ୍ଡ ବୋଲି କୁହା ଯାଇ ଅଛି। ତେବେ ଏହି ସବୁ ରିସର୍ଚ୍ଚ ଓ ପରାନୋମିକଲ୍ ସ୍ତଡି କୁ ବେଶ୍ କରି ଶାରିରୀକ ସମ୍ପର୍କ ର ସୁଖ ବା ଆନନ୍ଦ କିଏ ଅଧିକ ଉପଭୋଗ କରନ୍ତି ଯଦି କହିବା ତେବେ ପୁରୁଷ ମାନଙ୍କ ତୁଳନା ରେ ମହିଳା ମାନେ ଏହି ଶାରିରୀକ ସମ୍ପର୍କ ରେ ଅଧିକ ସୁଖ ପ୍ରାପ୍ତି କରନ୍ତି ।

ତେଣୁ ମହିଳା ମାନଙ୍କ ତୁଳନା ର ଦୁଇ ରୁ ତିନି ଗୁଣ ଅଧିକ ସୁଖ ପ୍ରାପ୍ତି କରି ଥାଆନ୍ତି । ତେବେ ମହିଳା ମାନେ ଏହି ଶାରୀରିକ ସମ୍ପର୍କ ରେ ଅଧିକ ସୁଖ ପ୍ରାପ୍ତି କରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।