ପିଲାଙ୍କ ଉଚ୍ଚତା ବଢେଇବା ପାଇଁ ଚମତ୍କାରୀ ଘରୋଇ ଉପାୟ | ପିଲାଙ୍କ ଉଚ୍ଚତା କେମିତି ବଢେଇବେ ଜାଣନ୍ତୁ ୧୦୦% ଗ୍ୟାରେଣ୍ଟି

ଆଜି ଆମେ ଜାଣିବା ଆପଣ ପିଲାଙ୍କ ଉଚ୍ଚତା କିପରି ବଢାଇ ପାରିବେ । ତେବେ ବାପା ମା ମାନେ ପିଲା ମାନଙ୍କ ର ଉଚ୍ଚତା କୁ ସବୁବେଳେ ଚିନ୍ତିତ ଥାଆନ୍ତି । ପିଲା ମାନଙ୍କ ରେ ଉଚ୍ଚତା ପାଇଁ ବିଭିନ୍ନ ପ୍ରକାର ର ମେଡ଼ିସିନ୍ ପିଲା ମାନଙ୍କୁ ଖାଇବାକୁ ଦେଇ ଥାଆନ୍ତି । ତେବେ ଏହି ସବୁ ମେଡ଼ିସିନ୍ ଦ୍ଵାରା ପିଲା ମାନଙ୍କୁ ବହୁତ୍ ସାଇଦୀି ଇଫେକ୍ଟ ପଡି ଥାଏ ।

ତେବେ ଆଜିର ଏହି ଘରୋଇ ଉପାୟ ଦ୍ଵାରା ପିଲ ମାନଙ୍କ ଉପରେ କିଛି ସାଇଡ ପ୍ରଭାବ ପକାଇ ନଥାଏ । ଏହା ଦ୍ବାରା ଘରୋଇ ଉପାୟ ରେ ପିଲାଙ୍କ ଉଚ୍ଚତା ବୃଦ୍ଧି ପାଇ ଥାଏ ।

ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ –

ଏହା କୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପିଆଜ ର ଆବଶ୍ୟକତା ପଡ଼ିବ । ପିଆଜ ଦୁଇ ପ୍ରକାର ହୋଇ ଥାଏ ଗୋଟିଏ ନାଲି ପିଆଜ ଓ ଗୋଟିଏ ଧଳା ପିଆଜ । ଆପଣ ଏଥିପାଇଁ ନାଲି ପିଆଜ ଦରକାର । ଗୋଟିଏ ଛୋଟ ନାଲି ପିଆଜ ନେଇ ଏକ ଛୋଟ ଛୋଟ ଖଣ୍ଡ ରେ କାଟି ଦିଅନ୍ତୁ । ଏହା ପରେ ଅଳ୍ପ ଗୁଡ଼ ନିଅନ୍ତୁ । ଗୁଡ ସମସ୍ତ ଙ୍କ ଘରେ ସହଜ ରେ ମିଳି ଯାଇ ଥାଏ ।

ଏହା ଆମର ଉଚ୍ଚତା ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଥାଏ। ଏଥିରେ ଆଇରନ ର ଭାଗ ଥାଏ ଯାହା ଆମ ଶରୀର ର ରକ୍ତ ମଧ୍ୟ ବୃଦ୍ଧି କରିଥାଏ । ଏବେ ଆସନ୍ତୁ ଜାଣିବା ଏହାକୁ ତିଆରି କରିବା କିପରି। ତେବେ ଏହା କୁ ପ୍ରସ୍ତୁତ କରିବା ପାଇଁ ଆପଣ ଗ୍ୟାସ ରେ ଏକ ପ୍ୟାନ ବସାଇ ଗରମ୍ କରନ୍ତୁ । ଏଥିରେ ଏକ ଗ୍ଲାସ ପାଣି ଦେଇ ଗରମ୍ କରନ୍ତୁ ।

ଏହି ପାଣି ଗରମ୍ ହେବା ପରେ ଏଥିରେ ଗୋଟେ ରୁ ଦୁଇ ଚାମଚ୍ ଗୁଡ଼ ପକାଇ ଦିଅନ୍ତୁ । ଏଥିରେ ଗୁଡ଼ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଗୁଡ ଆମ ଉଚ୍ଚତା ବଢାଇବା ରେ ସାହାର୍ଯ୍ୟ କରି ଥାଏ ଏହା ସହିତ ଏହା ଆମ ଶରୀର ର କ୍ୟାଲସିୟମ କୁ ମଧ୍ୟ ବୃଦ୍ଧି କରିଥାଏ । କିଛି ସମୟ ପରେ ଏହା ଭଲ ଭାବରେ ମେଲ୍ଟ୍ ହୋଇଯିବ ।

ଏହା ପରେ ଏଥିରେ ପୂର୍ବ ରୁ କାଟି ରଖିଥିବା ପିଆଜ କୁ ପକାନ୍ତୁ । ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ଓ କିଛି ସମୟ ଏହାକୁ ଫୁଟାନ୍ତୁ । ଏହା କିଛି ସମୟ ପରେ ପ୍ରସ୍ତୁତ ହୋଇ ଯିବ । ପିଆଜ ଏଥିରେ ଭଲ ଭାବରେ ମିଶି ଯାଇଛି ଓ ଏହି ଉପଚାର ପ୍ରସ୍ତୁତ ହୋଇ ଯାଇଛି ।

ଏହାର ସେବନ କିପରି କରିବେ ;-

ଏହା ର ସ୍ଵାଦ ବହୁତ୍ ଭଲ ଅଟେ । ଏହା କୁ ଖାଇବା ପାଇଁ ପିଲା ମାନେ ବହୁତ୍ ପଶନ୍ଦ କରିବେ । ଏହା କୁ ଗୋଟିଏ ଚାମଚ୍ ଲେଖାଏଁ ସକାଳେ ଓ ସନ୍ଧ୍ୟା ରେ ପିଲା ମାନଙ୍କୁ ଖାଇବା ପାଇଁ ଦିଅନ୍ତୁ । ଏହା ହାଲୁକା ଉସୁମୁ ଥିବା ସମୟ ରେ ଏହା ପିଲା କୁ ଖାଇବା ପାଇଁ ଦିଅନ୍ତୁ । ଉସୂମୁ ଖାଇଲେ ଏହା ଅଧିକ ଫଳ ପ୍ରଦ ହୋଇ ଥାଏ ।

ଏହାକୁ ଆପଣ ଷ୍ଟୋର କରି ରଖି ପାରିବେ ନାହିଁ ।10-12 ବର୍ଷ ପିଲା ମାନଙ୍କୁ ଆପଣ ଏହାକୁ ଖୁଆଇ ପାରିବେ । ଏଥିରେ ପ୍ରଚୁର ପରିମାଣ ର ପୋଷାକ ତତ୍ତ୍ଵ ଥାଏ ଯାହା ପିଲା ମାନଙ୍କ ର ଉଚ୍ଚତା ବୃଦ୍ଧି କରିବା ରେ ସାହାର୍ଯ୍ୟ କରି ଥାଏ । ତେବେ ଏହାକୁ ନିଶ୍ଚୟ ପ୍ରସ୍ତୁତ କରି ପିଲା ମାନଙ୍କୁ ଖାଇବାକୁ ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।