କାହିଁକି ଜୋତା ଚପଲରେ ପିଟା ଯାଇଥାଏ କିନ୍ନର ମାନଙ୍କର ଶବକୁ, ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ….

ଭଗବାନଙ୍କ ସୃଷ୍ଟିରେ ସାରା ଜଗତରେ ମଣିଷ ମାନେ ହେଉଛନ୍ତି ଭଗବାନଙ୍କ ଶ୍ରେଷ୍ଠ ସୃଷ୍ଟି, ଭଗବାନ ମଣିଷଙ୍କୁ ଲିଙ୍ଗ ଅନୁସାରେ ତିନି ଭାଗ କରିଛନ୍ତି, ତାହା ହେଉଛି ପୁରୁଷ, ସ୍ତ୍ରୀ ଏବଂ କିନ୍ନର । ଆପଣ ମାନେ ଜାଣି ଥିବେ ଯେ ଏହି କିନ୍ନର ମାନେ ମହିଳା ଏବଂ ପୁରୁଷଙ୍କ ଠାରୁ ଅଲଗା ହୋଇ ଥାନ୍ତି । ଏମାନେ ମଣିଷ ମାନଙ୍କ ପାଈଁ ଶୁଭ ବୋଲି ମନା ଯାଇ ଥାଏ । କିନ୍ତୁ ଏହି କିନ୍ନର ମାନଙ୍କର ଜୀବନରେ ଅନେକ ଗୁଡିଏ ନୀୟମ ଅଛି ଯାହା ଆମେ ଜାଣିନେ । କିନ୍ନର ମାନେ ନିଜ ଘରେ ନ ରହି ନିଜର ଏକ ସଂଗଠନ ବନାଇ ସେହି ଠାରେ ସାଙ୍ଗ ହୋଇ ରହିଥାନ୍ତି ।

ଏହି କିନ୍ନର ମାନଙ୍କର ମରଣ ବହୁତ ରହସ୍ୟ ପୂର୍ଣ୍ଣ ହୋଇଥାଏ ଯାହାକୁ କେହି ଜାଣନ୍ତି ନାହିଁ । ତେବେ ଚାଲନ୍ତୁ ଜାଣିବା ଏହି କିନ୍ନର ମାନେ କଣ ସବୁ ମରିବା ପୂର୍ବରୁ କରିଥାନ୍ତି ।

କିନ୍ନର ମାନେ ସବୁବେଳେ ଏକାଠି ହୋଇ ସବୁ କିଛି କରିଥାନ୍ତି ଯେମିତି କି କିନ୍ନର ମାନେ ପର୍ବ ସବୁ ଏକାଠି ପାଳି ଥାନ୍ତି ଆଉ ସେ ମାନେ ନିଜର ପାଇଁ କିଛି କରିବା ପୂର୍ବରୁ ପ୍ରଥମେ ସେମାନେ ନିଜର ସମ୍ପ୍ରଦାୟ ମାନଙ୍କର ଉନ୍ନତି କାମନା ଭଗବାନ ପାଖରେ କରିଥାନ୍ତି । ସେ ମାନେ ସେମାନଙ୍କର ଅଧିକ ସମୟ ସେମାନେ ପୂଜା ଅର୍ଚନାରେ ଦେଇ ଥାନ୍ତି କାରଣ ସେମାନେ ଯେଉଁ ଭଳି ଜୀବନ ପାଇଛନ୍ତି ।

ସେମାନଙ୍କର ପୂର୍ବ ଜନ୍ମରେ କର୍ମ ଜଗୁ ହୋଇଛି ଯଦି ସେ ମାନେ ଏହି ଜନମରେ ଭଲ କର୍ମ କରିବେ ତାହାଲେ ପୂର୍ବ ଜନ୍ମ ରେ ତାଙ୍କୁ ଏକ ଭଲ ମଣିଷ ଜୀବନ ମିଳିବ କିନ୍ତୁ ସେମାନଙ୍କୁ ଏହି କିନ୍ନର ହୋଇ ସମାଜରେ ଅଲଗା ରହିବାକୁ ପଡ଼ିବନି । କିନ୍ନର ମାନେ ଆମର ସମାଜରେ ବହୁ ସମୟରେ ଅବହେଳିତ ହେଉଥିବାର ଜଣl ଯାଇଛି ।

କିନ୍ନର ମାନଙ୍କର ମୃତ୍ୟୁ ପୂର୍ବରୁ ସେମନେ ଜାଣି ନିୟନ୍ତି କାରଣ କିନ୍ନର ମାନେ ନିଜର ଭଲ କର୍ମ ଜଗୁ ଭଗବାନ ସବୁବେଳେ ତାଙ୍କ ସାଥିରେ ଥାନ୍ତି ଯାହା ଦ୍ୱାରା ସେମାନଙ୍କ ମୃତ୍ୟ ପୂର୍ବରୁ ସେମାନଙ୍କୁ ଛ’ମାସ ପୂର୍ବରୁ ଜଣା ପଡ଼ିଯାଏ, ଯେବେଠୁଁ ନିଜକୁ ଜଣା ପଡ଼ିଯାଏ ସେ ଅନ୍ୟ ଠାରୁ ଦୁରେଇ ରହିଥାନ୍ତି । ସେ କିଛି ଖାନ୍ତି ନାହିଁ । ବ୍ରତ ପାଳନ କରନ୍ତି ଧର୍ମ ଆଚରଣ କରନ୍ତି ।

ଧର୍ମ ଶାସ୍ତ୍ର ସବୁ ଆଲୋଚନା କରନ୍ତି । ଏହା ଦ୍ୱାରା ସେ ନିଜର ଆଗାମୀ ଜନ୍ମ କାମନା କରିଥାନ୍ତି । ସେମାନେ ନିଜର ଏହି କଥାକୁ ନିଜର କେବଳ ସାଥିଙ୍କୁ କହନ୍ତି କିନ୍ତୁ ଅନ୍ୟ ସାଧାରଣ ମଣିଷ ଙ୍କୁ ଜାଣନ୍ତି ନାହିଁ । କାରଣ ସାଧାରଣ ମଣିଷ ସେମାନଙ୍କ ଶବକୁ ଦେଖିଲେ ଶୁଭ ହୋଇଥଏ କିନ୍ତୁ କିନ୍ନର ମାନଙ୍କ ଅଶୁଭ ହୋଇଥାଏ, ଆଗାମୀ ଜନ୍ମରେ ତାଙ୍କୁ ପୁଣି କିନ୍ନର ହୋଇଛି ଜନ୍ମ ହେବାକୁ ପଡେ ବୋଲି ପ୍ରଥା ରହିଛି ।

ଏହି କିନ୍ନର ମାନଙ୍କ ଶବ କୁ ନ ଜଳି ପୋତା ଯାଇଥାଏ କାରଣ ସେମାନଙ୍କ ଶବ କୁ ଏହି ପରି କଲେ ସେମାନଙ୍କ ଆତ୍ମା ଶାନ୍ତି ହୋଇଥାଏ ତା ସହିତ ସେ ଆଗ ଜନ୍ମରେ କିନ୍ନର ହୋଇନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।