ଚାକିରୀ କରୁଥିବା କର୍ମଚାରୀଙ୍କ ପାଇଁ ଆସିଲା ବଡ ଖୁସି ଖବର, ଶୁଣିଲେ ଖୁସିରେ ନାଚି ଉଠିବେ, ଦୀପାବଳି ପୂର୍ବରୁ ସରକାର କଲେ ବଡ ଘୋଷଣା…..

ଆମ ଦେଶ ରେ ଏବେ କୋରୋନା ମହମରି ସବୁ ଆଡେ ବ୍ୟାପି ଯାଇଛି। ଏଥିରେ ଅନେକ ଲୋକ ଆକ୍ରାନ୍ତ ହେଲେଣି ଓ ଅନେକ ଲୋକ ମରିଲେନି ମଧ୍ୟ,ତେବେ ଏହି ରୋଗ କୁ ରୋକିବା ପାଇଁ କୌଣସି ଔଷଧ ନାହିଁ ବା ପ୍ରତିସେଧକ୍ ଟୀକା ମଧ୍ୟ ନାହିଁ ,ତେଣୁ ଏହି ରୋଗ କୁ ରୋକା ଯାଇ ପାରୁ ନାହିଁ। ଅନେକ ଲୋକ ଏଥିରେ ପୋକ ମାଛି ଭଳି ମରୁଛନ୍ତି।ଏହାର କୌଣସି ସମାଧାନ ହୋଇ ପାରୁ ନାହିଁ ,ତେବେ ସରକାର ମଧ୍ୟ ଏହା କୁ ରୋକିବା ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି ।

ହେଲେ ଏହା ବଢ଼ି ଚାଲିଛି।ତେଣୁ ସରକାର ଏହା କୁ କିଛି ମାତ୍ରା ରେ ରୋକିବା ପାଇଁ ସାରା ଦେଶ ରେ ଲକ ଡାଉନ ଘୋଷଣା କରିଛନ୍ତି।

ତେବେ ସାରା ଦେଶ ରେ ଲକ୍ ଡାଉନ ହେତୁ ସବୁ କିଛି ବନ୍ଦ ରହିଥିଲା, ତେଣୁ ଅନେକ ଲୋକ ଅନେକ ଅସୁବିଧା ରେ ପଡିଛନ୍ତି। ଦୋକାନ ବଜାର, ସ୍କୁଲ କଲେଜ, ରାସ୍ତା ଘାଟ , ସରକାରୀ କାର୍ଯ୍ୟାଳୟ, ଅଫିସ , ପାର୍କ , ମନ୍ଦିର ଆଦି ଅନେକ ସ୍ଥାନ ବନ୍ଦ ରହି ଥିଲା,ଲୋକ ମାନେ ଅନେକ ସମସ୍ୟା ଦେଇ କରୁଛନ୍ତି। ତେବେ ଏଥି ପାଇଁ ଦେଶ ରେ ଆର୍ଥିକ ସମସ୍ୟା ବି ଦେଖା ଦେଇ ଥିଲା।

ଅନେକ ଲୋକ ଖାଇବା କୁ ପାଇଁ ନାହାନ୍ତି।ସବୁ କିଛି ବନ୍ଦ ଥିବା ଯୋଗୁ ଅନେକ ସରକାରୀ ବେସରକାରୀ କର୍ମଚାରୀ ମାନେ ଦରମା ପାଇ ନାହାନ୍ତି,ଯାହା ଦ୍ୱାରା ସେମାନଙ୍କ ଆର୍ଥିକ ସ୍ତିସ୍ତି ବହୁତ ଖରାପ ହେଇ ଯାଇଛି।ତେଣୁ ସରକାର ତେବେ ସରକାର ଏଥି ପାଇଁ ଗୋଟେ ବଡ଼ ଘୋଷଣା କରିଛନ୍ତି ସରକାରୀ କର୍ମଚାରୀ ମାନଙ୍କ ପାଇଁ ବହୁତ ବଡ଼ ଖୁସି ର ଖବର।ତେବେ ଆସନ୍ତୁ ଜାଣିବା ସରକାର କଣ ଘୋଷଣା କରିଛନ୍ତି।

ତେବେ ଏହି କୋରୋନ ପାଇଁ ସବୁ କିଛି ବନ୍ଦ ଥିବା ହେତୁ ଅନେକ ଲୋକଙ୍କର ଚାକିରୀ ଚାଲି ଯାଇ ଥିଲା, ତେବେ ସେଥିରେ ଯାହା ଅଳ୍ପ କିଛି ମିଳୁଛି , ସେଥିରେ ତାଙ୍କର ଅସୁବିଧା ଦୂର ହେଉ ନାହିଁ।ତେଣୁ ସରକାର ଦୀପାବଳି ଦଶହରା ଉପଲକ୍ଷେ ଏହା ବଡ ଘୋଷଣା କରିଛନ୍ତି। ତେବେ ଗତ କାଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କର୍ମଚାରୀ ମାନଙ୍କ ଆର୍ଥିକ ସମସ୍ୟା କୁ ଦୂର କରିବା ପାଇଁ ଦୁଇଟି ବଡ ଘୋଷଣା କରିଛନ୍ତି। ପ୍ରଥମ ଘୋଷଣା ହେଉଛି ” ଏଲଟିସି କ୍ୟାସ ଭାଉଚର ସ୍କିମ ” ଏବଂ ଦ୍ୱିତୀୟ ଟି ହେଉଛି ” ସୁତନ୍ତ୍ର ଫେଷ୍ଟିଭାଲ ଆଡ଼ଭନ୍ସ୍ ସ୍କିମ ” ।

୧:-ଏଲଟିସି କ୍ୟାସ ଭାଉଚର ସ୍କିମ:-

ଏଲଟିସି କ୍ୟାସ ଅନୁସାରେ ଟିକଟ ଭଡା ନଗଦ ଆକାର ରେ ଦିଆ ଯିବ।ତେବେ ଏଥିରେ ଏଲଟିଏ ଖର୍ଚ୍ଚ ର ନଗଦ ରାଶି ଆଗରୁ ଦିଆ ଯିବ।ଏହି ଏଲଟିସି ପାଇଁ ସରକାର ୫୬୭୫ କୋଟି ଟଙ୍କା ଓ ୧୯୦୦ କୋଟି ଟଙ୍କା ସର୍ବଜନିକ ଉପକ୍ରମ ଓ ବ୍ୟାଙ୍କ କୁ ଦିଆ ଯିବ।

୨:-ସ୍ଵତନ୍ତ୍ର ଫେଷ୍ଟିଭାଲ ଆଡ଼ଭନ୍ସ୍ ସ୍କିମ:-

ଏହି ଫେଷ୍ଟିଭାଲ ସ୍କିମ ଅନୁସାରେ କର୍ମଚାରି ମାନଂକୁ ଫେଷ୍ଟିଭାଲ ଉପଲଖେ ୧୦,୦୦୦ ଟଙ୍କା ମିଳିବ, ଏହା ଦ୍ଵାରା ସେମାନେ ପୂଜାରେ ନିଜର ଖର୍ଚ୍ଚ ତୁଲାଇ ପାରିବେ।ତେବେ ଏହି ସ୍କିମ ଦ୍ୱାରା ସରକାରୀ କର୍ମଚାରୀ ମାନଂକୁ ବହୁତ ଲାଭ ହେବ।

ତେଣୁ ଏହା ସମସ୍ତଙ୍କ କିଛି କଷ୍ଟ ଦୂର କରିବ।ଲୋକ ଙ୍କୁ ବହୁତ ସାହାଯ୍ୟ କରିବ ଏହି ସ୍କିମ ଗୁଡିକ। ଏହା କରିବା ଦ୍ୱାରା ଦେଶ ରେ ଆର୍ଥିକ ସମସ୍ୟା ରେ ଟିକେ ପରିବର୍ତ୍ତନ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।