ବୈଜ୍ଞାନିକ ମାନଙ୍କର ବଡ ଭବିଷ୍ୟବାଣୀ । ୨୦୫୦ ବେଳକୁ ଆମର ଭାରତ ଏମିତି ହେବ…..

ଆଜି ଆମେ କିଛି ଏପରି ଟେକ୍ନୋଲୋଜି ବିଷୟ ରେ ଜାଣିବା ଯାହା ଆମକୁ ୨୦୫୦ ରେ ଦେଖିବାକୁ ମିଳି ପାରେ । ଏହି ଟେକ୍ନୋଲୋଜି ବିଷୟ ରେ ଭାବିଲେ ଆପଣ ଙ୍କ ହୋସ ଉଡ଼ିଯିବ। ତେବେ ଚାଲନ୍ତୁ ଜାଣିବା ଭବିଷ୍ୟତ ର କିଛି ଗଜବ୍ ଆବିଷ୍କାର ବିଷୟ ରେ । ତେବେ ଆସନ୍ତୁ ଜାଣିବା –

୨୦୫୦ ମସିହା ବେଳକୁ ଚାକିରି ପ୍ରାୟ ଶେଷ ହୋଇଯିବ କାରଣ ସେତେବେଳେ ମଣିଷ ର ସ୍ଥାନ ଇନ୍ତେଲିଯେନ୍ତ୍ ରୋବୋଟ ମାନେ ନେଇ ଯିବେ ।

ଏହି ରୋବୋଟ୍ ଘର ର ଖାଦ୍ୟ ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ହୋଟେଲ୍ ର ୱେଟର ପରି କାର୍ଯ୍ୟ ମଧ୍ୟ କରିବେ । ୨୦୫୦ ବେଳକୁ ସବୁ ରୋଗ ର ମେଡ଼ିସିନ୍ ମଧ୍ୟ ଆସି ଯାଇଥିବ । କେବଳ ଏତିକି ନୁହେଁ ଲୋକ ମାନେ ରୋବୋଟ କୁ ମ୍ୟାରେଜ ମଧ୍ୟ କରିବେ । ୨୦୫୦ ବେଳକୁ ରାସ୍ତା ରେ ସେଲ୍ଫ ଦ୍ରାଇଭିଙ୍ଗୀ କାର ଖାଲି ଦେଖା ଯିବ । ଯାହା ଦ୍ଵାରା ଦୁର୍ଘଟଣା କମ୍ ହେବ କାରଣ କାର ଗୁଡିକ ଅଟମେଟିକ୍ ରୋବୋତ୍ ମାନଙ୍କ ଦ୍ଵାରା ଚାଳିତ ହେବ ।

ଆଜି କାଲି ବିଜ୍ଞାନ ଏତେ ଆଗେଇ ଯାଇ ଅଛି ଯେ ମନୁଷ୍ୟ ଶରୀର ର ଯେକୋୖଣସି ଅଙ୍ଗ କୁ ମଧ୍ୟ ପ୍ରତିରୋପଣ କରି ହେବ । ଏହି କିଛି ଦିନ ପୂର୍ବରୁ ଜଣେ ୟୁଟିୟୁବର୍ ନିଜ ହାତ ରେ ସର୍ଜରୀ ମାଧ୍ୟମ ରେ ଏକ ବ୍ଲକ୍ କ୍ୟାମେରା ଲଗାଇ ଅଛନ୍ତି । ଏହା ଦ୍ବାରା ଆପଣ କୌଣସି ଜାଗା ରେ ଅତି ସହଜ ରେ ଭିଡିଓ ଓ ଫଟୋ ନେଇ ପାରିବେ ।

ତେସେଲା କମ୍ପାନୀ ର ମାଲିକ୍ ଏଲାର ମସ୍ ନିୟୋରିଲ୍ ନାମକ ଏକ ଚିପ କୁ ବନେଇବାର ଯୋଜନା ରଖି ଅଛନ୍ତି ଯାହା କୁ ମଣିଷ ମୁଣ୍ଡ ରେ ଲଗାଇ ମଣିଷ ର ମୁଣ୍ଡ କୁ ପଢା ଯାଇ ପାରିବ ।୨୦୫୦ ବେଳକୁ ବହୁତ୍ ଗୁଡ଼ିଏ ଧନୀ ଦେଶ ରେ ବହୁତ୍ ଗୁଡ଼ିଏ ସ୍ମାର୍ଟ୍ ସିଟି ନିର୍ମାଣ ହୋଇ ଯାଇ ଥିବ ଯାହା ବହୁତ୍ ଗୁଡ଼ିଏ ଟେକ୍ନୋଲୋଜି ରେ ଭରପୁର ଥିବ ।

୨୦୫୦ ବେଳକୁ ଆମକୁ ମୋବାଇଲ ଫୋନ୍ ଓ ଲ୍ୟାପଟପ୍ ରେ ମଧ୍ୟ ବହୁତ୍ ବଡ଼ ପରିବର୍ତ୍ତନ ଦେଖିବା ପାଇଁ ମିଳିବ । ୨୦୫୦ ବେଳକୁ ଆମକୁ ଏମିତି ଲ୍ୟାପଟପ୍ ଓ ମୋବାଇଲ ଆସି ଯାଇଥିବ ଯାହା ସମ୍ପୂର୍ଣ ଭାବେ ତ୍ରଂସପ୍ୟରେନ୍ତ୍ ହୋଇ ଥିବ । ୨୦୫୦ ବେଳକୁ ଆମକୁ ସ୍ମାର୍ଟ୍ ନିୟୁଯ ପେପର୍ ଦେଖିବାକୁ ମିଳିବ ।

ଆଜିର ସମୟ ରେ ଆମେ ପେପର୍ କୁ ପଢି ସାରିବା ପରେ ଫିଙ୍ଗି ଦେଇ ଥାଉ କିନ୍ତୁ ୨୦୫୦ ବେଳକୁ ଆମକୁ ବାକି ଜିନିଷ ପରି ଆମ ନିୟୁଜ ପେପର୍ ମଧ୍ୟ ସ୍ମାର୍ଟ୍ ହୋଇ ଯିବ । ଏହି ଗୋଟିଏ ନିୟୁଜ୍ଜ୍ ପେପର୍ କୁ ଆପଣ ସବୁଦିନ ପଢି ପାରିବେ।ଏହା ସମ୍ପୂର୍ଣ ଡିଜିଟାଲ ହେବ ଓ ଏଥିରେ ଆପଣ ଭିଡିଓ ମଧ୍ୟ ଚଲେଇ ପାରିବେ  ଏବଂ ଶେଷ ରେ ଏହାକୁ ସାଧାରଣ ନିୟୂଜ୍ଜ୍ ପେପର୍ ପରି ଫୋଲ୍ଡ କରି ରଖି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।