ପର୍ସରେ କାହାକୁ କିଛି ନ କହି ରଖନ୍ତୁ ଏହି ଜିନିଷ – ଧନବୃଦ୍ଧି ହେବ

ଆଜି ଆମେ ଆପଣକୁ କହିବୁ ଯେ ଆପଣ ବ୍ୟବହାର କରୁଥିବା ପର୍ସ, ଯେଉଁ ଥୀରେ ଆପଣ ଟଙ୍କା ରଖି ଥାନ୍ତି l ବହୁତ ସମୟରେ ଦେଖନ୍ତୁ ଆପଣ ପର୍ସ ରେ ବହୁତ ଟଙ୍କା ପୁରେଇ ଘରକୁ ନେଇ ଯାଇଥିବେ l ଆଉ ଯାହା ସନ୍ଧ୍ୟା ରେ ଘରକୁ ଫେରିଲା ବେଳକୁ ସବୁ ସରିଯାଏ l ଏହି ସମସ୍ୟା ରୁ ଯଦି ମୁକ୍ତି ପାଇବକୁ ଚାହୁଁଛନ୍ତି l ଅର୍ଥାତ କଣ କଲେ ଆପଣଙ୍କ ପର୍ସ ରୁ କେବେବି ପଇସା ସରିବ ନାହିଁ, କଣ ରଖିଲେ ଆପଣଙ୍କର ପର୍ସ ରୁ କେବେବି ଆପଣଙ୍କ ପର୍ସରୁ ପଇସା ସରିବ ନାହିଁ l ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ ?

1- ଅନେକ ସମୟରେ ଜାଣିଥିବେ ଉପହାର ସରୁପ ଆପଣଙ୍କୁ ପର୍ସ ମିଳିଥାଏ ଯାହାକୁ ଆପଣ ବ୍ୟବହାର କରନ୍ତି l ଏହି ପର୍ସ ବ୍ୟବହାର କଲେ ଶୁଭ ହୋଇଥାଏ ମାତା ଲକ୍ଷ୍ମୀ ସନ୍ତୋଷ ହୋଇଥାନ୍ତି l ଏହି ପର୍ସ ଛାଡି ମାତାଲକ୍ଷ୍ମୀ ଯାଆନ୍ତି ନାହିଁ l

2-ଯେଉଁ ବ୍ୟକ୍ତି ଭାବନ୍ତି ଯେ ମୋର ଏହି ପର୍ସ ବହୁତ ସୁନ୍ଦର ଏହାକୁ କେବେବି ମୋ ପାଖରୁ ଦୂରେଇବି ନାହିଁ l ଏହାକୁ ମୋର ପ୍ରିୟା ଜନ ଦେଇଛି କହି ସେ ତାକୁ ଛିଣ୍ଡି ଯିବା ପର୍ଯ୍ୟନ୍ତ ବ୍ୟବହାର କରନ୍ତି l କିନ୍ତୁ ଏହା କରିବା ଅନୁଚିତ l ଯାହା ଯୋଗୁଁ ଆପଣଙ୍କ ପର୍ସରେ କେବେବି ପଇସା କୁଲେନାହିଁ l

3-ଯଦି ଆପଣଙ୍କ ପର୍ସ ଯଦି ପୁରୁଣା ତଥା ମଇଳା ହୋଇଛି ତେବେ ଏହି ପର୍ସ କୁ ଏଣେତେଣେ ନ ଫିଙ୍ଗି ତାହାକୁ ଗୋଟେ ଗଛ ମୂଳରେ ରଖିଦିଅ l ଏହିପରି କରିଲେ ଆପଣଙ୍କ ଉପରେ ସକାରାତ୍ମକ ଉର୍ଜା ପଡିଥାଏ l ଆଉ ଆପଣ ପ୍ରତିବର୍ଷ ନୂଆ ଗୋଟେ ପର୍ସ କିଣି ତାହାର ବ୍ୟବହାର କରିବା ଉଚିତ l

4-ଯଦି ଆପଣଙ୍କ ପର୍ସ ମଇଳା ହୋଛି ତେବେ ଆପଣ ଏହାକୁ ହଳଦୀ ପାଣିରେ ଧୋଇ ସୁଖୀ ଦିଅନ୍ତୁ l

5-ପର୍ସରେ କଣ ରଖିଲେ ପର୍ସରୁ କେବେବି ଟଙ୍କା ସରେ ନାହିଁ l ତାହା ଆପଣଙ୍କୁ କହିବି ଯଥା – ଆପଣ ଗୋଟିଏ ରୂପ ଟଙ୍କାଟେ ନିୟନ୍ତୁ ଆଉ ତାହାକୁ ମାତାଲକ୍ଷ୍ମୀ ପାଖରେ ପୂଜା କରି ଆପଣଙ୍କ ପର୍ସରେ ରଖନ୍ତୁ l ଏହା କଲେ ପର୍ସରୁ କେବେବି ପଇସା ସରିବ ନାହିଁ l

6-ପର୍ସରେ ଯଦି କଉଡ଼ି ରଖିଥାନ୍ତି ତାହାଲେ ଏହା ଅଧିକ ଶୁଭ ଅଟେ l ଏହାଦ୍ୱାରା ପର୍ସ ରେ ସକାରାତ୍ମକ ଉର୍ଜା ରହେ l ଆପଣଙ୍କ ପର୍ସ ରୁ ପଇସା ସରିବ ନାହିଁ l

7-ଏହା ଛଡା ଆପଣ ମଧ୍ୟ ଶଙ୍ଖଦିବି ପଥର ରଖିପାରିବେ l ଏହା ମଧ୍ୟ୍ୟ ରଖିଲେ ପର୍ସ ରୁ ପଇସା ସରେ ନାହିଁ l

8- ପର୍ସ ରେ ମଧ୍ୟ ଆପଣ ଅରୁଆ ଚାଉଳ ରଖିପାରିବେ l କିଛି ଅରୁଆ କୁ ମାତାଲକ୍ଷ୍ମୀଙ୍କର ପାଖରେ ଲଗେଇ ତାହାକୁ 21 ଟା ଲଗେଇ ପର୍ସ ରେ ରଖନ୍ତୁ l ଆଉ ମଧ୍ୟ ଆପଣ ପର୍ସରେ ଅସ୍ତ ପତ୍ର ଯେଉଁଥିରେ କକୁମ ରେ ଶ୍ରୀ ଲେଖି ପର୍ସରେ ରଖନ୍ତୁ l ଏହି ପତ୍ର ଯେତେଦିନ ପର୍ଯ୍ୟନ୍ତ ଜୀବିତ ଅଛି l ଏହିପରି କଲେ ପର୍ସରୁ ପଇସା ସରେ ନାହିଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।