ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ । ଡ୍ରଗ ଡିଲର ତାଙ୍କ ପଡୋଶୀ ଙ୍କ ଗାଡ଼ି ରେ ଲଗାଇଦେଲେ ନିଆଁ, ଆଉ କିଛି କ୍ଷଣ ପରେ…..

ଆଜିର ଦୁନିଆରେ ବିଭିନ୍ନ ପ୍ରକାରର ଘଟଣା ମାନ ଦେଖିବାକୁ ମିଳୁଛି। ତା ମଧ୍ୟରୁ ଅନେକ ଏମିତି ଘଟଣା ରହିଚି ଯାହା ପରସ୍ପର ସହିତ ଲଢେଇ ସଂଘର୍ଷ କାରଣରୁ ହୋଇଥାଏ। ଅନେକ ଅସାମାଜିକ ଲୋକେ ଏହିଭଳି କିଛି କାଣ୍ଡ ଲିଭାଇ ଥାଆନ୍ତି ଯାହାକୁ ସାଧାରଣରେ ପ୍ରକାଶ କରିବା ମଧ୍ୟ ଲଜ୍ୟାକର ବିଷୟ।ତେବେ ଏହି ଭଳି କିଛି କାର୍ଯ୍ୟ କଲାପ ସମାଜରେ ଦେଖିବାକୁ ମିଳିଥାଏ ।

ଯାହା ଦ୍ଵାରା ପାରିପାର୍ଶ୍ୱିକ ପରିବେଶ ଉପରେ ଏହାର ପ୍ରତ୍ୟକ୍ଷ ଭାବରେ ପ୍ରଭାବ ପଡ଼ିଥାଏ। କାରଣ ଯେଉଁ ସମାଜରେ ଆମେ ବସବାସ କରୁଚୁ ସେହି ସମାଜରେ ବିଭିନ୍ନ ସମୁଦାୟ ଏବଂ ସମ୍ପ୍ରଦାୟ ର ଏବଂ ଅସାଧୁ ବର୍ଗ ର ଲୋକେ ମଧ୍ୟ ରହିଛନ୍ତି।

ସେମାନଙ୍କ କାରଣରୁ ଅନେକାଂଶ ରେ ଅନେକ ଅପ୍ରୀତିକର ଘଟଣା ମାନ ଦେଖିବାକୁ ମିଳିଥାଏ। ନିକଟରେ ଏକ ଏମିତି ଘଟଣା ଘଟିଛି, ଯାହା ର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ଯାହାକୁ ଦେଖି ଆପଣ ମଧ୍ୟ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ନିଶା ଦ୍ରବ୍ୟ ର ସେବନ ଯେଉଁ ଭଳି ଭାବରେ ମଣିଷ ଉପରେ ପ୍ରଭାବ ପକାଇଥାଏ ସେହିଭଳି ଭାବରେ ତାର ପାରିପାର୍ଶ୍ବିକ ପରିବେଶ ଉପରେ ମଧ୍ୟ ପ୍ରଭାଵ ପକାଇ ଥାଏ।

ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତି ବିଶେଷ ମାନେ ନିଜର ନୈତିକତା ହରାଇ ଥାଆନ୍ତି। ସେମାନଙ୍କ ପାଖରେ ସାହାଯ୍ୟ ସହାନୁଭୂତି ର ଗୁଣ ବହୁତ୍ କମ୍ ଦେଖିବାକୁ ମିଳିଥାଏ। ସେହିଭଳି ଭାବରେ ନିଶାଦ୍ରବ୍ୟ ସେବନ କରୁଥିବା ଲୋକେ ବହୁତ୍ ଉତ୍ତ୍ୟକ୍ତ ଏବଂ ଉତ୍ତେଜିତ ହୋଇ ଥାଆନ୍ତି। ଯାହାର ପ୍ରତିଫଳନ ଏହି ଘଟଣାରେ ଦେଖିବାକୁ ମିଳିଛି।

ଏଠାରେ ଜଣେ ଡ୍ରଗ ଡିଲର ତାଙ୍କ ପଡୋଶୀ ରେ ଥିବା ଜଣେ ପରିବାର ଉପରେ ନିଜର ବ୍ୟକ୍ତିଗତ ଅସନ୍ତୋଷ କୁ ଜାହିର କରି ନିଜେ ଉତ୍ତେଜିତ ହୋଇ ତାଙ୍କ ଘର ଫାଟକ ସମ୍ମୁଖରେ ଛିଡ଼ା ହୋଇଥିବା କାର କୁ ଆକ୍ରମଣ କରିଛନ୍ତି ଏବଂ ଏତିକିରେ ତାଙ୍କ ରାଗ କମି ନଥିଲା ଯେ ଶେଷରେ ସେ ଏହି କାର ରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି।

ସାମାନ୍ୟ ଝଗଡ଼ା ରୁ ନିଜର ସ୍ବାର୍ଥ କୁ ଦୃଷ୍ଟିରେ ରଖି ଏହି ଅସାମାଜିକ ବ୍ୟକ୍ତି ଜଣଙ୍କ ଯେଉଁଭଳି ଭାବରେ କାଣ୍ଡ ଲିଭାଇ ଛନ୍ତି ତାହାକୁ ସାଧାରଣରେ ନିନ୍ଦା କରାଯାଇଛି ଓ ସମାଲୋଚନା ମଧ୍ୟ କରା ଯାଇଛି। ଦୁର୍ବୃତ୍ତ ମାନଙ୍କ ଭଳି ତାଙ୍କର ଏହି କାର୍ଯ୍ୟ ଫଳରେ ଉକ୍ତ ବ୍ୟକ୍ତି ଙ୍କ କାର ଟି ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ତାଙ୍କର କାର ଟି ପରେ ଜଳି ଯାଇଛି।ତେବେ ସାଧାରଣ ଝଗଡ଼ା ବଚସା କୁ ନେଇ ଏହି କାଣ୍ଡ ଘଟିଛି ବୋଲି ଜାଣିବାକୁ ମିଳିଛି।

ପରେ ଏହି ଘଟଣାକୁ ନେଇ ପୋଲିସ୍ ପାଖରେ ଅଭିଯୋଗ ହେବା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେବା ସହ ଉକ୍ତ ଡ୍ରଗ ଡିଲାର ଙ୍କ ବିରୋଧରେ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।