ଜିଲ୍ଲାପାଳ (collector) ଙ୍କ ଦରମା ଜାଣି ଆଶ୍ଚର୍ଯ୍ୟ ହେବେ, ଏତେ ଦରମା ପାଆନ୍ତି…..

ଆଇଏଏସ୍ ଚାକିରି ଆମ ଭାରତ ର ସବୁଠୁ ବଡ଼ ଚାକିରି । ଓ ଆଇଏଏସ୍ ହେବା ପାଇଁ ଯେଉଁ ସବୁ ପରୀକ୍ଷା ଅଛି ସମସ୍ତ ଙ୍କ ଠୁ ଏକ କଠିନ ପରୀକ୍ଷା ଦେବା ପାଇଁ ପଡି ଥାଏ ଏକ ବିଦ୍ୟାର୍ଥୀ କୁ । କାହିଁକି ନା ଗୋଟିଏ ଆଇଏଏସ୍ ଅଫିସର ପାଖରେ ସବୁ କିଛି ପାୱାର ଥାଏ ଗୋଟିଏ ଜିଲ୍ଲା କୁ ବିକାଶ କରିବା ପାଇଁ ଯାହା ଫଳରେ ଏକ ରାଜ୍ୟ ବିକାଶ ହୁଏ ଏକ ଦେଶ ବିକାଶ ହୁଏ ।

ତେବେ ଆଜି ଆମେ ଏକ ଆଇଏଏସ୍ ଅଫିସର ଙ୍କ ଦରମା କେତେ ଥାଏ , ତାଙ୍କର ପ୍ରମୋଷନ କିପରି ହୁଏ , ତାଙ୍କ ରିତାୟେର ମେଣ୍ଟ ସମୟ ରେ କେତେ ଦରମା ଥାଏ ଆଜି ଆମେ ଜାଣିବା ।

ସବୁ ଆଇଏଏସ୍ ଅଫିସର ମାନଙ୍କ ର ଦରମା ସମାନ ନଥାଏ । ପ୍ରତିବର୍ଷ ସିଭିଲ ସର୍ଭିସ ପରୀକ୍ଷା ମାଧ୍ୟମ ରେ ପ୍ରାୟ 150 ପିଲା ଙ୍କୁ ଆଇଏଏସ୍ ଅଫିସର ଭାବେ ଚୟନ କରାଯାଇ ଥାଏ। ସିଲେକ୍ଟ କରାଯିବା ପରେ ତାଙ୍କୁ ତିନି ଗୋଟି କାତାଗୋରି ରେ ଚାକିରି ମିଳିଥାଏ। ପ୍ରଥମେ ଦିଷ୍ଟ୍ରିକ୍ଟ୍ ଅଦ୍ମିଷ୍ଟ୍ରେସନ୍ , ଷ୍ଟେଟ୍ ସେକ୍ରେତୋରିଆର୍ , ସେଣ୍ଟ୍ରାଲ ସେକ୍ରେଟରୀ ।

ତେବେ ସିଲୀକ୍ସନ ହୋଇ ସାରିବା ପରେ ଯଦି ଡିଷ୍ଟ୍ ଆଦମିଷ୍ଟ୍ରେସମ୍ ହିସାବ ରେ ରହିବେ ତେବେ ସବଡ଼ିବିଯନ୍ ମାଜିଷ୍ଟର ହିସାବ ରେ ଚାରି ବର୍ଷ ରହିବା ପାଇଁ ପଡିବ । ଏହା ପରେ ଆଡିଶିନାଲ୍ ଡିଷ୍ଟ ମାଜିଷ୍ଟର ହିସାବ ରେ ତିନି ବର୍ଷ ରହିବା ପାଇଁ ପଡ଼ିବ । ଏହା ପରେ ଡିଷ୍ଟ ମାଜିଷ୍ଟ୍ରେଟ ଏହାକୁ ବେଳେ ବେଳେ ଡିଏମ୍ ବୋଲି ଓ କେତେବେଳେ କେମିତି କଲେକ୍ଟର ବୋଲି କୁହାଯାଏ ।

ତାଙ୍କର ଯେଉଁ ପ୍ରମୋଷନ ଟି ହୁଏ ବିଭିନ୍ନ ସେକ୍ଟର ରେ । ପ୍ରଥମେ ଯଇଁଟେ ସେକ୍ରେଟାରୀ , ସ୍ପେଶଲ୍ ସେକ୍ରେଟାରୀ କମ୍ ଦିରେକ୍ତାର , ଏହା ପରେ ସବୁଠୁ ଉଚ୍ଚ ପଦବୀ ରେ ଆସୁଚି ପ୍ରିଁଶିପଲ୍ ସେକ୍ରେଟାରୀ ।ତେବେ ଗୋଟେ ଆଇଏଏସ୍ ଅଫିସର ର ପ୍ରଥମ ଚାକିରି ହୁଏ ଆସିଷ୍ଟାଣ୍ଟ ସେକ୍ରେଟାରୀ ହିସାବ ରେ ଏହା ପରେ ପ୍ରମୋଷନ ହୋଇ ଆଡ଼ିଶିନାଲ୍ ସେକ୍ରେଟରୀ ଜାଏ ହୋଇ ଜାଏ ।

ଏବେ ଆସନ୍ତୁ ଗୋଟେ ଆଇଏଏସ୍ ଅଫିସର ର ଦରମା ବିଷୟ ରେ ଚର୍ଚା କରିବା । ସବୁ ଆଇଏଏସ୍ ଅଫିସର ମାନଙ୍କ ର ବେଶିକ ପେ ସମାନ ଥାଏ ଯାହା କି ପାଖା ପାଖି 57 ହଜାର ପର୍ଯ୍ୟନ୍ତ । ଏହା ସହିତ ତାଙ୍କୁ ଡି ଏ ଆଲାଉ ମିଳି ଥାଏ । ଏହା ସହିତ ଘର ଖର୍ଚ୍ଚ ଆଲାଉନଂଶ , ଟ୍ରାଭେଲେ ଖର୍ଚ୍ଚ ମଧ୍ୟ ମିଳି ଥାଏ ।ତେବେ ଏହି ସବୁ କୁ ଭଲ ଭାବରେ ବୁଝିବା ।

ଯଦି ଆମେ ହାଉସ୍ ରେଣ୍ଟ ବିଷୟ ରେ କହିବା ତେବେ ଯେଉଁ ସହର ସବୁ ବଡ଼ ବଡ଼ ବା ସହର ର ଲୋକ ସଂଖ୍ୟା 50 ଲ ଲକ୍ଷ ରୁ ଅଧିକ ସେହି ସହର ରେ ପୋଷ୍ଟିଂ ହେବା ଦ୍ବାରା ଏଚ୍ ଆର୍ ରେ 24% ମିଳି ଥାଏ । 24% ତାଙ୍କର ବେଶିକ ପେ ହୋଇ ଥାଏ । ଏହା ଥିଲା କ୍ଲାସ୍ ଏକ୍ସ ର ଏଚ ଆର୍ । ଏହା ପରେ କ୍ଲାସ୍ ୱାଇ ରେ 16% , କ୍ଲାସ୍ ଜେଡ୍ ରେ 8% ପେ ସ୍କେଲ୍ ମିଳି ଥାଏ । ତେବେ ଯଦି ସମୁଦାୟ ଦରମା ହିସାବ କରିବା ତେବେ ବେଶିକ ପେ ସମସ୍ତ ଙ୍କ ର ସମାନ ରହି ଥାଏ ।

ଯଦି ସେ ସରକାରୀ ଘର ବ୍ୟବହାର କରନ୍ତି ନାହିଁ ତେବେ ସେ ବାବଦ କୁ ପଇସା ମିଳି ଥାଏ ଯାହା କି 9537 ଟଙ୍କା । ସେମାନ ଙ୍କୁ ସରକାରୀ ଗାଡି ମିଳି ଥାଏ ଯାହା କୁ ସେମାନେ ବ୍ୟବହାର କରନ୍ତି ଯଦି ସେମାନେ ବ୍ୟବହାର କରିବେ ନାହିଁ ତେବେ ସେହି ବାବଦ କୁ ତାଙ୍କୁ 7200 ଟଙ୍କା ଲେଖାଏଁ ମିଳିବ । ତେବେ ଏହି ପଇସା ଜାଗା ଅନୁସାରେ ବଦଳି ଥାଏ ।

X ସିଟି ରେ 7200 , Y ସିଟି ରେ 3600 , Z ସିଟି ରେ 3600 ମିଳି ଥାଏ। ତେବେ ଶେଷରେ ଗୋଟିଏ ଆଇଏଏସ୍ ଅଫିସର ର ଦରମା 86 ହଜାର ହୋଇ ଥାଏ ବଡ଼ ବଡ଼ ସହର ଗୁଡ଼ିକ ରେ । ଛୋଟ ସିଟି ରେ 73 ହଜାର ହୋଇ ଥାଏ । ତେବେ ଏହା ସହିତ ସେମାନଙ୍କୁ ଇନିକମ୍ ଟ୍ୟାକ୍ସ ଦେବା ପାଇଁ ପଡ଼ିଥାଏ ଯାହାକି ପାଖା ପାଖି 12% ହୋଇ ଥାଏ । ଏହି ସବୁ ଦେବା ପରେ ତାଙ୍କୁ ଦରମା ପ୍ରାୟ 80 ହଜାର ମିଳି ଥାଏ ବଡ଼ ବଡ଼ ସହର ରେ ।

ତେବେ ତାଙ୍କ ଦରମା ଧୀରେ ଧୀରେ ବଢ଼ି ଥାଏ । ବଢ଼ି ବଢ଼ି ପ୍ରାୟ 2-3 ଲକ୍ଷ ପାଖା ପାଖି ହୋଇ ଥାଏ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।