ସାବଧାନ ! ମ୍ୟାଗି ଖାଇବା ପୂର୍ବରୁ ଜାଣି ରଖନ୍ତୁ ଏହି ଭୟଙ୍କର କଥା, ନଚେତ ହୋଇପାରେ ଏହି ସମସ୍ୟା

ଆମ ଦେଶ ହେଉଛି ଏକ ଶସ୍ୟ ଶ୍ୟାମଳ ତଥା ସୁନ୍ଦର ଦେଶ । ଏହି ଦେଶ ରେ ସମସ୍ତ ପ୍ରକାର ର ଶସ୍ୟ, ଖାଦ୍ୟ ମିଳି ଥାଏ । ଯଥା :-ଧାନ, ମାଣ୍ଡିଆ, କୋଳଥ ଆଦି ଶସ୍ୟ ଉପ ଲବ୍ଧ ହୋଇ ଥାଏ । ଆମ ଦେଶ ରେ ଅନେକ ପ୍ରକାର ର ସବୁଜ ମିଳୁ ଥିବା ସତ୍ୱେ ଆମ ଦେଶ ର ଲୋକ ମାନେ ବିଭିନ୍ନ ପ୍ରକାର ର ଖାଦ୍ୟ ଯାହା ଆମ ଶରୀର ପାଇଁ କ୍ଷତି କାରକ ହୋଇ ଥାଏ ସେହି ଖାଦ୍ୟ ସମସ୍ତେ ସାଧାରଣତଃ ଖାଉ ଛନ୍ତି । ଏମିତି ଖାଦ୍ୟ ଖାଇବା ଦ୍ଵାରା ଆମ ଶରୀର ରେ ରୋଗ ସୃଷ୍ଟି କରି ଥାଏ ।

ସେମିତି ଏକ ଖାଦ୍ୟ ଯାହା ଆମେ ପ୍ରତି ଦିନ ଆମର ଅଭ୍ୟାସ ରେ ପରିଣତ ହୋଇ ଗଲାଣି ।

ଯେମିତି “ମ୍ୟାଗି”ଆପଣ ମାନଙ୍କର ପ୍ରତି ଦିନ ଖାଦ୍ୟ ରେ ପରିଣତ ହୋଇ ଗଲାଣି । ଯଦି ଆପଣ ମାନଙ୍କ ମଧ୍ୟ୍ୟ ରୁ ଯଦି କେହି ପ୍ରତି ଦିନ ଖାଉଛି ତେବେ ଏହି ଲେଖା କୁ ଶେଷ ଯାଏ ପଢନ୍ତୁ । ତେବେ ଆପଣ ମାନଙ୍କ ର ବିଶ୍ୱାସ ହେବ ।

ଆଜି ଏ ଦୁନିଆରେ ସମସ୍ତେ ସବୁ ବେଳେ ବ୍ୟସ୍ତ ମଧ୍ୟ୍ୟ ରେ ରହୁ ଛନ୍ତି ତେଣୁ ସମସ୍ତେ ସାଧାରଣ 2 ରୁ 5 ମିନିଟ ମଧ୍ୟ୍ୟ ରେ ଖାଦ୍ୟ ରାନ୍ଧିବା କାମ ସାରୁ ଛନ୍ତି । ସାଧାରଣ ମ୍ୟାଗି ଖୁବ ଅଳ୍ପ ସମୟ ରେ ରାନ୍ଧିବା ସରି ଯାଇ ଥାଏ । ତେଣୁ କରି ମ୍ୟାଗି ସାଧାରଣ ସମସ୍ତ ଙ୍କର ପ୍ରିୟ ହୋଇ ଥାଏ । ମ୍ୟାଗି ର ସୁଗନ୍ଧ ଅଧିକ ଓ ଖାଇ ବାକୁ ସୁନ୍ଦର ହୋଇ ହୋଇ ଥାଏ ।

ଆପଣ ମାନେ ବଜାର କୁ ଗଲେ ପିଲା ମାନଙ୍କୁ ମଧ୍ୟ ନେଇ ଯାଉ ଥିବେ ସେମାନେ ସେଠାରେ ସମସ୍ତ ପ୍ରକାର ଫାଷ୍ଟ ଫୂଡ଼ ଖାଇ ସେମାନ ଙ୍କର ଶରୀର କୁ ରୋଗ ଗ୍ରସ୍ତ କରି ଥାନ୍ତି । ଯଦି ଆପଣ ମାନେ ଏହି ଖାଦ୍ୟ ଖାଦ୍ୟ ଖାଉ ଛନ୍ତି ତେବେ ଏହା ର ସାଇଡ ଡେ଼ଫେନ୍ସ ନିହାତି ଦେଖନ୍ତୁ ।

ଆପଣ ମାନେ ମ୍ୟାଗି ମିଶ୍ରଣ ବିଷୟରେ ନିହାତି ଜାଣି ଥିବେ । ମ୍ୟାଗି ଖାଇବ ଦ୍ୱାରା ଆମର କେତେକ ବିଶିଷ୍ଟ ଅର୍ଗାନ କୁ ନଷ୍ଟ କରି ଦେଇ ଥାଏ । ସେମିତି ଆମର ଲିଭର କୁ କାର୍ଯ୍ୟ କରି ବାକୁ ପ୍ରତି ରୋଧ କରି ଥାଏ । ଯାହାକି ଆମର ଖାଇବା ର ଶକ୍ତି କମାଇ ଦେଇ ଥାଏ । ସ୍ମରଣ ଶକ୍ତି ଆଦି କୁ ନଷ୍ଟ କରି ଦେଇ ଥାଏ । ମୁଣ୍ଡ ର ବାଳ ଉପାଡି ଯାଇ ଥାଏ ।

ଏମିତି କେତେକଅଙ୍ଗ କୁ ନଷ୍ଟ କରି ଥାଏ । ତେଣୁ ସମସ୍ତେ ମ୍ୟାଗି ଠାରୁ ଦୁରେଇ ରୁହନ୍ତୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।