ଆସନ୍ତୁ ଦେଖିବା ସ୍ବପ୍ନ ର ସହର ଦୁବାଇ ବିଷୟରେ କିଛି ଅଜଣା କଥା, ଜାଣିଲା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…..

ପୃଥିବୀ ର ସମସ୍ତ ଦେଶ ଗୁଡିକ ବହୁତ ସୁନ୍ଦର ଓ ବିକଶିତ ହୋଇ ଥାନ୍ତି । ସମସ୍ତ ଦେଶ ତାର ଅର୍ଥ ଅନୁସାରେ ସେ ସେତେ ବିକଶିତ ହୋଇ ଥାଏ । ତେଣୁ ପୃଥିବୀ ର ସାତ ଟି ବିକଶିତ ଦେଶ ମଧ୍ୟ ରେ ଦୁବାଇ ଦ୍ୱିତୀୟ ତମ ବିକଶିତ ଦେଶ । ଦୁବାଇ ର କ୍ଷେତ୍ର ଫଳ ପ୍ରାୟ 47 ମିଲିୟନ ରୁ ଆଦି ହୋଇ ଥାଏ । ସେଠାରେ ଲୋକ ସଂଖ୍ୟା ପ୍ରାୟ 40 ଲକ୍ଷ ପାଖା ପାଖି ହୋଇ ଥାଏ । ଦୁବାଇ ରେ ସାଧାରଣ ତଃ 75% ର ଲୋକ ଅନ୍ୟ ଦେଶ ଆସି ଦୁବାଇ ରେ ରହି ଥାନ୍ତି ।

ଆଞ୍ଚଳିକ ଲୋକ 15% ଲୋକ ରୁହନ୍ତି ଓ ସବୁବେଳେ 10%ଲୋକ ସବୁ ବେଳେ ପର୍ଯ୍ୟଟନ ଭାବରେ ରହି ଥାନ୍ତି ।

ଦୁବାଇ ରେ ସବୁଠୁ ଅଧିକ ଲୋକ ଶିକ୍ଷିତ ଇ ସେଠାରେ ସାକ୍ଷ୍ୟରତା ହାର ଅଧିକ । ଦୁବାଇ ରେ ଜନସଂଖ୍ୟା ଅଳ୍ପ ହୋଇ ଥିବା ରୁ ସେଠାରେ ସବୁ ବେଳେ ରାସ୍ତା ଘାଟ ସଫା ସୁତୁରା ରହି ଥାଏ । ଦୁବାଇ ରେ ସବୁଠୁ ବଡ଼ ମହଲ ଟିଏ ଅଛି । ଏହା କୁ ଦେଖିବା ପାଇଁ ସମସ୍ତେ ସବୁବେଳେ ନିଜ ଦେଶ ରୁ ଆସି ଥାନ୍ତି । ସେହି ମହଲ ରେ 24 କ୍ୟାରଟ ସୁବର୍ଣ୍ଣ ର ଏକ ମହଲା ରହିଛି ।

ଦୁବାଇ ରେ ସବୁବେଳେ ସବୁ ରାସ୍ତା ଛକ ରେ ପୋଲିସ ସବୁ ବେଳେ ରହି ଥାଏ । ଏଠାରେ ଅଧିକ ଦୁର୍ଘଟଣା ହୋଇ ନ ଥାଏ ନ ସବୁବେଳେ ଲୋକ ମାନେ ସଚେତନ ରହି ଥାନ୍ତି । ରାସ୍ତା ଘାଟ ପରିଷ୍କାର ରହି ଥାଏ । ତେଣୁ ରାସ୍ତା ଘାଟ ପ୍ରତି ଲୋକ ମାନେ ସଚେତନ ରହି ଥାନ୍ତି । ସଚେତନ ନ ହେଲେ ସେମାନ ଙ୍କୁ ପୋଲିସ ର ପାଖରୁ ଅନେକ ପ୍ରକାର ଦଣ୍ଡ ପାଇଁ ଥାନ୍ତି ।

ଦୁବାଇ ରେ ପ୍ରାୟ ସମସ୍ତ ଜାଗା ଅନେକ ପ୍ରକାର ସୁନ୍ଦର ଓ ଆକର୍ଷଣ ହୋଇ ଥାଏ । ତେଣୁ ଲୋକ ମାନେ ଅଧିକ ସମୟ ଏଠାରେ ବୁଲିବାକୁ ଆସି ଥାନ୍ତି ।ଦୁବାଇ ର ଲୋକ ମାନେ ମଦ ଆଦି ନିଶା ଦ୍ରବ୍ୟ କୁ ଖାଇ ପାରନ୍ତି ନାହିଁ । ଏଠାରେ ମଦ କୁ ଘର କୁ ଆଣିଲେ ଟେକ୍ସ ବା ଜୋରି ମନା ଦେବା କୁ ହୋଇ ଥାଏ । ତେଣୁ ଲୋକ ମାନେ ନିଶା ଦ୍ରବ୍ୟ ଖାଇ ପାରନ୍ତି ନାହିଁ ।

ସେଠାରେ ଲୋକ ମାନେ ନିଜ ପ୍ରତି ନିଜର ଧ୍ୟାନ ଅଧିକ ଦେଇ ଥାନ୍ତି । ଏହା ସବୁ ଦେଶ ଠାରୁ ଅଲଗା ହୋଇ ଥାଏ । ଏହା ସୋସିଆଲ ମେଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।