ତାଳି ମାରିଲେ ଉପରକୁ ଉଠିବ ପାଣି ଏହି ଜଳ କୁଣ୍ଡର ରହସ୍ୟ ଜାଣିଲେ ଆପଣଙ୍କର ହୋସ୍ ଉଡିଯିବ ||

ଆଜି ଆମେ ଜାଣିବା ଭାରତ ର ସବୁଠୁ ରହସ୍ୟମୟ କୁଣ୍ଡ ବିଷୟ ରେ ଯେଉଁଠି ତାଳି ମାରିବା ଦ୍ଵାରା ଏଠାରେ ପାଣି ଉପରକୁ ଉଠି ଥାଏ । ଦୁନିଆ ରେ ଏମିତି ଅନେକ ରହସ୍ୟମୟ ଜଳ କୁଣ୍ଡ ରହିଛି ଯାହା ର ରହସ୍ୟ ବୁଝିବା କଷ୍ଟମୟ ହୋଇ ଥାଏ ।

ଏମିତି ଏକ ରହସ୍ୟ ମୟ କୁଣ୍ଡ ଭାରତ ରେ ମଧ୍ୟ ରହିଛି । ଏହି କୁଣ୍ଡ ର ରହସ୍ୟ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଓ ଭାବିବେ ଏମିତି କେମିତି ହୋଇ ପାରେ ବୋଲି । ତେବେ ଆସନ୍ତୁ ଜାଣିବା ଏହି ରହସ୍ୟ ମୟ କୁଣ୍ଡ ବିଷୟ ରେ –

ଏହି ରହସ୍ୟ ମୟ କୁଣ୍ଡ ବୋକାର ଜିଲ୍ଲା ରେ ଅବସ୍ଥିତ । ଆପଣ ଯଦି ଏହି କୁଣ୍ଡ ସାମ୍ନା ରେ ତାଳି ମାରନ୍ତି ତେବେ ପାଣି ମନକୁ ମନ ଉପରକୁ ଉଠିବା ପାଇଁ ଲାଗିବ । ଏହାକୁ ଦେଖିଲେ ଏମିତି ଲାଗିଥାଏ ଯେପରି କୌଣସି ପାତ୍ର ରେ ପାଣି ଫିଟୁଛି ।

ଏହି ରହସ୍ୟ ର ଠିକଣା ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଜାଣି ପାରି ନାହାଁନ୍ତି। ଭୁ ବୈଜ୍ଞାନିକ ମାନେ ମଧ୍ୟ ଏହି କଥା ର ପତା ଲଗାଇ ପାରି ନାହାଁନ୍ତି । ଏହା କୁ ଦଃଲାଇ କୁଣ୍ଡ ରେ ମଧ୍ୟ ଜଣା ଯାଏ । ଏହା କଂକ୍ରିଟ କାନ୍ଥ ରେ ଘେରି ହୋଇ ରହିଛି ।

କୁହା ଯାଏ ଯେ ଏହି ଗରମ୍ ଦିନ ରେ ଥଣ୍ଡା ଓ ଥଣ୍ଡା ଦିନ ରେ ଗରମ୍ ପାଣି ବାହାରି ଥାଏ । ଏହା ମଧ୍ୟ ରହସ୍ୟ ହୋଇ ରହିଛି । ଲୋକ ମାନଙ୍କ ର ମାନ୍ୟତା ଏହା ଯେ ଏହି କୁଣ୍ଡ ପାଣି ରେ ଗାଧୋଇବା ଦ୍ଵାରା ଚର୍ମ ରୋଗ ଦୂର ହୋଇ ଥାଏ ।

ଭୁ ବୈଜ୍ଞାନିକ ମାନଙ୍କ ର କହିବା କଥା ଯେ ଯଦି ଏହି କୁଣ୍ଡ ର ପାଣି ରେ ଯଦି ଗାଧୋଇବା ଦ୍ଵାରା ଯଦି ଚର୍ମ ରୋଗ ଦୂର ହୋଇ ଥାଏ ତେବେ ଏହାର ଅର୍ଥ ଏହି କୁଣ୍ଡ ପାଣି ରେ ଗନ୍ଧକ ଓ ହିଲିଆମ୍ ଗ୍ୟାସ ରହିଛି । ଏହି ସ୍ଥାନ ରେ ପ୍ରତି ବର୍ଷ ମକର ସଂକ୍ରାନ୍ତି ରେ ମେଳା ଲାଗି ଥାଏ ।

ଦୂର ଦୂର ଲୋକ ମାନେ କେଉଁ କେଉଁ ସ୍ଥାନ ରୁ ଏହି କୁଣ୍ଡ ରେ କେବଳ ଥରେ ମାତ୍ର ଗାଧୋଇବା ପାଇଁ ମଧ୍ୟ ଆସି ଥାଆନ୍ତି । ଏହି ରହସ୍ୟ ମୟ କୁଣ୍ଡ ପାଖରେ ଦାହ୍ଲାଇ ଗୋସେଇଁ ନାମକ ବାବା ଙ୍କ ର ବାସ ରହିଛି । ଯେଉଁଠି ପ୍ରତି ରବିବାର ଦିନ ଲୋକ ମାନେ ଏଠାକୁ ପୂଜା କରିବା କୁ ଆସି ଥାଆନ୍ତି ।

ତେବେ ଏମିତି ବି ଅନେକ ରହସ୍ୟ ମୟ ଜିନିଷ ଆମ ପୃଥିବୀ ରେ ଦେଖିବାକୁ ମିଳି ଥାଏ । ଯାହା ଏକ ପ୍ରକାର ର ପ୍ରକୃତି ର ଦାନ ହୋଇ ଥାଏ । ପ୍ରକୃତି ର ସୃଷ୍ଟି ସବୁବେଳେ ନିଆରା ହୋଇ ଥାଏ ଓ ପ୍ରକୃତି ସମସ୍ତ ଙ୍କୁ ଏହି ପରି କିଛି କିଛି ରହସ୍ୟ ମୟ ଜିନିଷ କୁ ଅତି ସୁନ୍ଦର୍ ଭାବେ ସଜାଇ ଆମ କୁ ଉପହାର ଦେଇ ଥାଏ । କେବଳ ଏହି କୁଣ୍ଡ ନୁହେଁ ଆହୁରି ଏହି ପରି ଅନେକ ଆଶଚର୍ଯ୍ୟଚକିତ ଜିନିଷ ଆମ ପୃଥିବୀ ପୃଷ୍ଠ ରେ ରହି ଅଛି ।