ଦେଖନ୍ତୁ କଣ ପାଈଁ ଆମଘର ଲକ୍ଷ୍ମୀର ସିରିଏଲର ଆଶୁ କାହିଁକି ଆଉ ଅଭିନୟ କରୁ ନାହାନ୍ତି l ତାଙ୍କର ସମ୍ପୂର୍ଣ୍ଣ କାହାଣୀ ଜାଣିଲେ …

ଜାଣିଥିବେ ତରଙ୍ଗ ସିରିଏଲ ର ଯେତେ ସବୁ ସିରିଏଲ ହେଉଛି ସେଗୁଡିକ ମଧ୍ୟ ରୁ ଆମଘରଲକ୍ଷ୍ମୀ ସିରିଏଲ ଅନ୍ୟତମ l ଲୋକେ ପ୍ରାୟ ଯଥା ଓଡ଼ିଶାର ସମସ୍ତ କଳା ପ୍ରେମୀ ମାନେ ତରଙ୍ଗ ଚେନାଲ କୁ ବହୁତ ପସନ୍ଦ କରୁଛନ୍ତି l କାରଣ ସେଥିରେ ସେମାନଙ୍କର ମନ ପସନ୍ଦ ର ସିରିଏଲ ହେଉଛି ଯାହାକୁ ଦେଖିବା ପାଇଁ ସମସ୍ତେ ଇଚ୍ଛା କରୁଛନ୍ତି l

ଆପଣ ମାନେ ଜାଣିଥିବେ ଯେ ଓଡ଼ିଶାରେ ଯେତେ ସବୁ ସିରିଏଲ ହେଉଛି ସେଥିରୁ ଆମଘରଲକ୍ଷ୍ମୀ ସିରିଏଲ ହେଉଛି ଅନ୍ୟତମ l ଏଥିରେ ଆଶୁ ଅଭିନୟ କରୁଥିଲେ l ବର୍ତମାନ ଆଉ ତାଙ୍କୁ ସେହି ସିରିଏଲ ରେ ଆଶୁ ଆଉ ବାହାରୁ ନାହାନ୍ତି l ଯାହାର କାରଣ ଜାଣିବା ପାଈଁ ବହୁତ ବ୍ୟସ୍ତ ହେଉଛନ୍ତି ଆଜି ଆମେ ଆପଣଙ୍କୁ କହିବୁ l ଯେ କାହିଁକି ସେ ସିରିଏଲ କରୁ ନାହାନ୍ତି l

ଆମଘର ଲକ୍ଷ୍ମୀ ସିରିଏଲ ରେ ଖଳନାୟକ ଅଭିନୟ କରୁଥିବା ଆଶୁ ଙ୍କୁ ଓଡ଼ିଶା ବlସି ମାନେ ବହୁତ ପସନ୍ଦ କରନ୍ତି l ତାଙ୍କୁ ଏବଂ ତାଙ୍କର ଅଭିନୟ କୁ l ଆଶୁ ତାଙ୍କର ଖଳନାୟକ ଅଭିନୟ ଦ୍ୱାରା ସେ ସମସ୍ତ ଓଡ଼ିଶା ବାସୀଙ୍କୁ ଆପଣାର କରିପାରିଛନ୍ତି l

ଆପଣ ମାନେ ଜାଣିଥିବେ ଯେ ଖଳ ନାୟକ ଅଭିନୟ କୁ ପସନ୍ଦ କରନ୍ତି ନାହିଁ ତାଙ୍କୁ ସମସ୍ତେ ଘୃଣା କରନ୍ତି କିନ୍ତୁ ଆଶୁ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରିଛନ୍ତି l

ଆଶୁ ବର୍ତମାନ ବିବାହ କରି ଯାଇଛନ୍ତି l ତେଣୁ ସେ ଘର ସମସ୍ତଙ୍କୁ ସମୟ ଦେଉଛନ୍ତି l ଯାହା ପାଈଁ ସିରିଏଲ ପାଈଁ ସମୟ ଦେଇ ପାରୁନାହାନ୍ତି ବୋଲି ସେ କହିଛନ୍ତି l ଆହୁରି ମଧ୍ୟ ସେ ନିଜର ଶାଶୁ ଘରେ ରହୁଛନ୍ତି l ସେଥି ପାଈଁ ସେ ସିରିଏଲ କରିପାରୁ ନାହାନ୍ତି l

ଆଶୁ ନିଜେ ଜଣେ ସପ୍ଟୱେୟର ଇଞ୍ଜିନିଅର ଅଟନ୍ତି l ସେ ମଧ୍ୟ ଜଣେ ସପ୍ଟବେୟାର ଇଞ୍ଜିନିଅର କୁ ବିବାହ କରିଛନ୍ତି l ଯେଉଁ ଥି ପାଇଁ ସେ ନିଜର ସମୟ ନିଜର ପରିବାର ସହିତ ବିତେଇବାକୁ ଚାହୁଁ ଛନ୍ତି l ଏବେ ସିଏ ନିଜର ସ୍ୱାମୀଙ୍କ ସହ କାମ କରୁଛନ୍ତି l

ଆଶୁ ନିଜର ବିବାହର କେତେ ଗୁଡିଏ ଫୋଟ ଯାହାକୁ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି l ଯାହାକୁ ସମସ୍ତ ଓଡ଼ିଶା ବସି ପସନ୍ଦ କରିଛନ୍ତି l ଏହା ସହିତ ସେ ନିଜର ସ୍ୱାମୀଙ୍କ ସହିତ ପୂଜା କରୁଥିବା

ନିଜର ପରିବାର ସହିତ ରହୁଥିବା ର ଅନେକ ଫୋଟ କୁ ସେ ସେୟାର ମଧ୍ୟ କରିଛନ୍ତି l ଏହା ସହିତ ସେ କହିଛନ୍ତି ମତେ ଯେମିତି ଓଡ଼ିଶl ବାସି ଭଲ ପାଇବା ଦେଇଛନ୍ତି l ମୁଁ ମଧ୍ୟ ସେମାଙ୍କୁ ବହୁତ ଭଲ ପାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।