ଦେଖନ୍ତୁ ମହିଳା କେମିତି ନିଜର ପ୍ରେମ ଆଉ ଭଲପାଇବl ଦ୍ୱାରା ହିଂସ୍ର ଜନ୍ତୁଙ୍କୁ ନିଜର କରିଛନ୍ତି ଯାହାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ l

ଆଜିର ସମାଜରେ ପ୍ରେମ ଆଉ ଭଲ ପାଇବା ସ୍ନେହ ମମତା ଏସବୁ କମି ଯାଇଛି l ଯାହା ଯୋଗୁ ସବୁ ଆଡେ ବିଶୃଙ୍ଖଳା ଦେଖା ଦେଉଛି l ଦେଖି ଥିବେ ମାଟିଏ ଆଉ ତାର ସନ୍ତାନ କୁ ଲୋରି ଗାଈ ଶୋଇବାକୁ ଭଲ ପାଉ ନାହିଁ ଧରେଇ ଦେଉଛି ମୋବାଇଲ l

ଏହି ସବୁ ଯୋଗୁଁ ପରସ୍ପର ଭିତରେ ଅଧିକ ନିବିଡ଼ତା ରହୁ ନାହିଁ l ବିଶେଷ କରି ଲୋକ ମନେ ନିଜର ବାପା ମାଙ୍କୁ ମଧ୍ୟ ଭଲ ପାଉ ନାହାନ୍ତି ଯେ ବୁଢ଼ା ହେଲେ ବାପା ମାଙ୍କୁ ଆଶ୍ରମରେ ଛାଡ଼ୁଛି l

ସେକଥା ଛାଡ଼ ଆମର ପୁରାଣ ଆଦିରେ ସମାଜରେ ମଣିଷ ମାନଙ୍କର କର୍ତବ୍ୟ ହେଉଛି ନିଜର ଦୁଃଖ ସୁଖ ବୁଝିବା ସହିତ ଅନ୍ୟର ମଧ୍ୟ ବୁଝିବl ଉଚିତ କାହିଁକିନା ସମ୍ପୂର୍ଣ ସଂସାରରେ ମଣିଷ ହେଉଛି ବିଚାର ବୁଦ୍ଧି ସମ୍ପନ୍ନ ପ୍ରାଣୀ ଯିଏକି ଅନ୍ୟର ଭାବ କୁ ବୁଝିବା ସହିତ ଅନ୍ୟର ଭାବକୁ ମଧ୍ୟ ବୁଝି ପାରିଥାଏ l

ମଣିଷ ଉପରେ ସମସ୍ତ ଜୀବ ଜଗତ ନିର୍ଭର କରିଥାଏ l ଆଉ ମଣିଷ ମଧ୍ୟ ନିଜର ସ୍ନେହ ମମତା ଏବଂ ଭଲପାଇବା ଦ୍ୱାରା ହିଂସ୍ର ପଶୁ ମାନଙ୍କୁ ମଧ୍ୟ ନିଜର କରିଥାଏ l

ଏହି ହିଂସ୍ର ପଶୁ ମଧ୍ୟ ମଣିଷ ଇଶାରାରେ ନାଚିବାକୁ ପ୍ରସ୍ତୁତ ହୋଇଯାଏ l ଆପଣ ବହୁତ ଭିଡିଓ ଦେଖି ଥିବେ ଯେ କେମିତି ମଣିଷ ନିଜର ସ୍ନେହ, ମମତା, ଏବଂ ଭଲ ପାଇବ ଦ୍ୱାରା ନିଜର କରୁଛନ୍ତି l କିନ୍ତୁ ବର୍ତମାନ ଏକ ମହିଳାର ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରଲ ହେଉଛି l

ଏହାକୁ ମଧ୍ୟ ଅନେକ ସେୟାର କରୁଛନ୍ତି l ଏହି ଭିଡିଓକୁ ଦେଖିଲେ ଆପଣଙ୍କ ମଧ୍ୟରେ ଏକ ବଡ଼ ପରିବର୍ତନ ଆସିବ ଆପଣ କଳ୍ପନା କରିପାରିବେ ନାହିଁ କିଛି ମଣିଷ ନିଜର ଭଲ ପାଇବା ଦ୍ୱାରା ପଶୁଙ୍କର ଏତେ ପ୍ରିୟ ହୋଇ ପାରିବେ l

ଏହି ଭିଡିଓ ଟିରେ ମହିଳା ଜଣେ କେମିତି ଛୋଟ ଛୋଟ ମାଙ୍କଡ଼ ମାନଙ୍କୁ ନିଜର ସନ୍ତାନ ଭଳି ସ୍ନେହ ଦେଉଛନ୍ତି l ଏହି ଭିଡିଓରେ ମହିଳା ଜଣକ ସେହି ମାଙ୍କଡ଼ ପିଲାଙ୍କ ଖାଇବା ପାଈଁ କ୍ଷୀର ପ୍ରସ୍ତୁତ କରୁଛନ୍ତି l ଏହି ସମୟରେ ମାଙ୍କଡ଼ ପିଲା ମାନେ ଖୁସିରେ ଝୁମି ଯାଉଛନ୍ତି l

ଜଣେ ନାଚି ଯାଉଛି ତୋ ଜଣେ ସୁନା ପିଲା ପରି ମା ପାଖରେ କ୍ଷୀର ପାଈଁ ବସିଛି ଆଉ ଜଣେ କ୍ଷୀର ପିଇବା ପାଈଁ ବ୍ୟାକୁଳ ହୋଇ ପଡୁଛି l ମହିଳା ଜଣଙ୍କ ସେହି ଛୋଟ ମାଙ୍କଡ଼ ଛୁଆ ପାଈଁ ଫିଡିଙ୍ଗ ବୋତଲ ରେ କ୍ଷୀର ପୁରେଇ ସେମାନଙ୍କୁ ଦେଉଛନ୍ତି

ଆଉ ପିଲା ମାନେ ତାହାକୁ ମଣିଷ ପିଲା ପରି ହାତରେ ଧରି ବାସି ଖାଇ ଯାଉଛନ୍ତି l ଏହି ଦୃଶ୍ୟ ଦେଖିବlକୁ ଅତି ମନୋରମ ହୋଇଛି ମନରେ ଆସୁଛି ଏହି ପଶୁ ମାନେ କେତେ ନିରୀହ ଅଟନ୍ତି l ତାହା ଆପଣଙ୍କୁ ଅତି ଅପୂର୍ବ ଆନନ୍ଦ ଦେବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।