ପୁଣି ନିଜ ପଞ୍ଚାୟତ ରେ ଆସିଲା ବଡ ଚାକିରୀ ସୁଯୋଗ । ଆଜି ହିଁ ଶୀଘ୍ର ଆବେଦନ କରନ୍ତୁ…..

ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସୃଷ୍ଟି ହେଲା ବ୍ଲକ୍ ସ୍ତରୀୟ ନିଯୁକ୍ତି ଯୁଯୋଗ।ଏବେ ପୁଣି ସମ୍ବଲପୁର ଜିଲ୍ଲା ତରଫରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହା ରହିଛି ଓଡ଼ିଶା ଗ୍ରାମ ଯୋଗାଣ ସହାୟକ ସମ୍ବଲପୁର ଜିଲ୍ଲା ତରଫରୁ। ଏକ ଭଲ ନିଯୁକ୍ତି ସୃଷ୍ଟି ହୋଇଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର। ଓଡ଼ିଶା ର ସମ୍ବଲପୁର ଜିଲ୍ଲାର ଯେଉଁ ଗ୍ରାମ ପଞ୍ଚାୟତ ପାଇଁ ଏହି ନିଯୁକ୍ତି ବାହାରିଛି ସେହି ଗ୍ରାମ ପଞ୍ଚାୟତ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ଖୁସି ଖବର ।

ଇଛୁକ ଆବେଦନ କାରୀ ମାନେ ଏଥିରେ ଆବେଦନ କରନ୍ତୁ।କେବଳ ଅଫ୍ ଲାଇନ ମାଧ୍ୟମରେ ଆବେଦନ କରି ପାରିବେ।ଏହି ସୁଯୋଗ ବାହାରିଛି ସମ୍ବଲପୁର ଚାନ୍ଦିନିମାଲ ଗ୍ରାମ ପଞ୍ଚାୟତ ପାଇଁ।ଏହି ଗ୍ରାମ ପଞ୍ଚାୟତ ର ପିଲା କେବଳ ଏଥିରେ ଆବେଦନ କରି ପାରିବେ।

ତେବେ ଯଦି ଆପଣ ଏଥିରେ ଆବେଦନ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଜାରି ହୋଇଥିବା ୱେବ୍ ସାଇଟ୍ www. Sambalpur.nic.in ମାଧ୍ୟମରେ ନହେଲେ ଏହି ଭିଡିଓ ମାଧ୍ୟମରେ ଏହା ବିଷୟରେ ଜାଣି ପାରିବେ ଓ ଆବେଦନ ମଧ୍ୟ କରି ପାରିବେ ।

ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ରେ ଆପଣ ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ପଦ ନାମ- ଯୋଗାଣ ସହାୟକ।

ଚାକିରି ସ୍ଥାନ- ଚାନ୍ଦିନିମାଲ ଗ୍ରାମ ପଞ୍ଚାୟତ ସମ୍ବଲପୁର।

ଆବେଦନ ମାଧ୍ୟମ- ଅଫ୍ ଲାଇନ୍ ରେ ସ୍ପିଡ ପୋଷ୍ଟ କିମ୍ବା ରେଜିସ୍ତ୍ରେଡ ପୋଷ୍ଟ ମାଧ୍ୟମରେ କରି ପାରିବେ।

ଆବେଦନ ଆରମ୍ଭ ତାରିଖ- ଏହି ଚାକିରି ପାଇଁ ଆବେଦନ ର ଆରମ୍ଭ ତାରିଖ ରହିଛି ୧୩ ଅକ୍ଟୋବର ୨୦୨୦

ଶେଷ ତାରିଖ- ୨୧ ଅକ୍ଟୋବର ୨୦୨୦

ଆବେଦନ ଫି- ମାଗଣା ରହିଛି।

ବୟସ ସୀମା- ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ଆପଣଙ୍କ ବୟସ ସର୍ବାଧିକ ୩୫ ବର୍ଷ ହୋଇଥିବା ଦରକାର ଓ ସର୍ବନିମ୍ନ ୨୧ ବର୍ଷ।

ଶିକ୍ଷା ଗତ ଯୋଗ୍ୟତା- +୩ ପାସ୍ ହୋଇଥିବା ଦରକାର, ଯେକୌଣସି ବିଭାଗ ହେଲେ ବି ଚଳିବ।

ଦରମା- ୬୦୦୦ ଟଙ୍କା ମାସିକ।

ଆବେଦନ ପ୍ରକ୍ରିୟା- ଏହି ବିଭାଗ ପକ୍ଷରୁ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଜାରି ହୋଇଥିବା (www.sambalpur.nic.in) ଏହି ୱେବ୍ ସାଇଟ୍ ରେ କ୍ଲିକ୍ କରି ଏହାର ଆବେଦନ କରି ପାରିବେ ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଅକ୍ଟୋବର ୨୧ ତାରିଖ ଦିନ ସଂଧ୍ୟା ୫ ପୂର୍ବରୁ ଆପଣଙ୍କୁ ଆବେଦନ କରିବାକୁ ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।