ଦେଖନ୍ତୁ ଭିଡ଼ିଓ । ଓଃ କି ବଣ ଭିତରେ ମାଡ ! ନାବାଳିକା କୁ ନିଧୂମ ମାଡ ମାରିବାର ଭିଡ଼ିଓ ହେଲା ସୋସିଆଲ ମିଡିଆରେ ଭାଇରାଲ….

ଏହି ଭଳି ଏକ ଅମାନୁଷିକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ର କଟପୁରା ଗ୍ରାମ ରେ । ଗୋଟିଏ ନାବାଳିକା ଝିଅ କୁ ତାଙ୍କ ଗ୍ରାମ କିଛି ଅମାନବୀୟ ବଳକା ମାନେ ସେହି ଝିଅ କୁ ମାଡ ମାରି ଛନ୍ତି । ଏବେ ଲୋକ ମାନେ ଯେତେ ଶିକ୍ଷିତ ହେଉ ଛନ୍ତି ସେମାନେ ନିଜ କୁ ନିଜେ ଆପେ ମାନବିକତା କୁ ହରାଇ ଦେଉ ଛନ୍ତି । କୋଟପୁର ଗ୍ରାମ ର ଝିଅ ଲକ୍ଷ୍ମୀ ବଣ୍ଡ ତାଙ୍କର ବୟସ ସାବାଳକ ହୋଇ ନାହିଁ ।

ସେ ଝିଅ ଟି ତାଙ୍କ ନିଜର ଗ୍ରାମ ର ଗୋଟିଏ ପୁଅ ଜଗଦିଶ ମହାପାତ୍ର କୁ ଭଲ ପାଉ ଥିଲେ ।

ସେ ପୁଅ ଘର ଲୋକ ଅଜାତି ହୋଇ ଥିବା ରୁ ତାଙ୍କ ଘର ଲୋକ ଓ କାକା ର ପୁଅ ଏମିତି କିଛି ପୁଅ ମାନେ ସେହି ଝିଅ କୁ ମାଡ ମାରୁଛନ୍ତି ଅମାନୁଷିକ ଭାବରେ । ଏହି ଭିଡ଼ିଓ ଭାଇରଲ ହୋଇଛି । ଝିଅ ଟି ତାଙ୍କ ଗ୍ରାମ ର ପୁଅ ଟି ମହାରାଷ୍ଟ୍ର ରେ ରହି କାମ କରନ୍ତି । ସେ ପୁଅ ଟି ଏହି କରୋନା ରେ ଘରକୁ ଆସି ଥିଲେ । ତେଣୁ ସେହି ଝିଅ ଟି ପୁଅ ଘର କୁ ଆସି ବାହାଘର କରିବାକୁ ଜିଦ ଧରି ଥିଲେ ।

କିନ୍ତୁ ପୁଅ ଘର ଲୋକ ରାଜି ହୋଇ ନ ଥିଲା । ସେ ଝିଅ ଟି ବାରମ୍ବାର ଆସି ବାହାଘର ପାଇଁ ଆସିବା ରୁ ଝିଅ ର ବାପ ଗୁଜୁରୀ ବଣ୍ଡ ଜାଣି ପରି ଝିଅ କୁ ଆସି ନେଇ ଗଲେ । ଝିଅ ଲୁ ନେଇ ଯିବାରୁ ପୁଅ ଟି କାମ କରିବା ପାଇଁ ମହାରାଷ୍ଟ୍ର କୁ ପଳେଇ ଯାଇ ଛନ୍ତି । ଝିଅ ର ଗ୍ରାମ ଲୋକ ପୁଅ ଘର କୁ ଅନେକ ପ୍ରକାର ଧମକ ଆଦି ଦେଇ ଛନ୍ତି । ଓ ପୁଅ ଘର ଲୋକ କୁ ଗ୍ରାମ ରୁ ପଳେଇ ଯିବ ପାଇଁ ମଧ୍ୟ କହି ଛନ୍ତି ।

ଏହି ପରି ଭାବେ ପୁଣି ଝିଅ ଘର ଲୋକ କୁନ୍ଦେଇ ଥାନ ରେ କେସ କରି ଥିଲେ ଓ ସେମାନଙ୍କୁ ଦଣ୍ଡ ଦେବା ପାଇଁ କହିଥିଲେ । ଏହି କେସ ଟି କଙ୍ଗାରୁ କୋର୍ଟ ରେ ସମାଧାନ ହୋଇ ଥିଲା । ପରେ ପୋଲିସ ପୁଅ ଘର କୁ ଯାଇ ବହୁତ ଧମକ ଚମକ ଦେଇ କହି ଥିଲେ ତୁମେ ନାବାଳକ ଝିଅ କୁ ହଇରାଣ କରିଛ ।ତେଣୁ ଆପଣଙ୍କୁ ଜୋରିମନା ଦେବାକୁ 60 ଟଙ୍କା ଦେବା କୁ କହିଥିଲେ ।

ପୁଅ ଘର ଲୋକ ଝିଅ ଘରକୁ 25 ହଜାର ଟଙ୍କା ଦେଇ ଛନ୍ତି ଓ ପରେ ସମସ୍ତ ଟଙ୍କା ଦେଇ ଦେବେ ବୋଲି କହି ଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।