୨ ଦିନ ସକାଳେ ଖାଲି ପେଟରେ ଖାଇ ଦିଅନ୍ତୁ ଗୋଟେ ପିଜୁଳିର ପତ୍ର, ମୂଳରୁ ଶେଷ ହେଇଯିବ ଏହି 10 ଭୟଙ୍କର ରୋଗ, ଏତେ ଫାଇଦା ମିଳିବ କି ଭାବିବି ନଥିବେ….

ପିଜୁଳି ସମସ୍ତ ଙ୍କୁ ଖାଇବା କୁ ଭଲ ଲାଗେ।କିନ୍ତୁ ଏହା କେବଳ ସ୍ୱାଦିଷ୍ଟ ନୁହେଁ, ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପକାରୀ।ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପିଜୁଳି ର ଗୋଟିଏ ପତ୍ର 15 ରୁ ଅଧିକ ରୋଗ ଦୂର ହୁଏ। ଦାନ୍ତ ରେ କଷ୍ଟ ,ଗଳା ରେ କଷ୍ଟ , ମାଢ଼ୀ ରେ କଷ୍ଟ ଓ ଡାଇବେଟିସ ଭଳି ସମସ୍ୟା କୁ ଦୁର କରି ଥାଏ। ତେବେ ଆଜି ଆମେ ଜାଣିବା ପିଜୁଳି ସହିତ ପିଜୁଳି ପତ୍ର ଆମ ଶରିର ପାଇଁ କିପରି ଉପକାରୀ ହୋଇଥାଏ ।

ତେବେ ଯଦି ଆପଣ ମାନେ ସବୁଦିନ ପିଜୁଳି ପତ୍ର କୁ ଖାଲି ପେଟ ରେ ସେବନ କରିବେ ତେବେ ଆପଣ ଙ୍କୁ ଅନେକ ରୋଗ ରୁ ମୁକ୍ତି ମିଳିବ । ପିଜୁଳି ରେ ଭିଟାମିନ C ର ପରିମାଣ ଥିବାରୁ ଏହା ଆମ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ପାଇଁ ବହୁତ୍ ସାହାର୍ଯ୍ୟ କରିଥାଏ । ତେବେ ଯଦି ଆପଣ ପ୍ରତିଦିନ ସକାଳେ ଗୋଟିଏ ପିଜୁଳି ପତ୍ର ସେବନ କରନ୍ତି ତେବେ ପାଚନ ତନ୍ତ୍ର ଠିକ୍ ରହିଥାଏ , ଏହାର ରସ ସେବନ କରିବା ଦ୍ଵାରା ଏହା ପାଚନ ପ୍ରକ୍ରିୟା କୁ ଠିକ୍ କରିଥାଏ ।

ତେବେ ପିଜୁଳି ପତ୍ର ରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ ଯାହା ଶରୀର ଇନ୍ଫେକ୍ସନ ଭଲ କରିବାରେ ସହାୟକ ହୋଇ ଥାଏ । ପିଜୁଳି ପତ୍ର ଦ୍ବାରା ପେଟ ଜନିତ ସମସ୍ୟା ଦୂର ହୋଇ ଥାଏ। ଯେଉଁ ମାନଙ୍କୁ ଡାଇରିଆ ସମସ୍ୟା ଥାଏ ଏହି ପିଜୁଳି ପତ୍ର ସେବନ ଦ୍ଵାରା ଭଲ ହୋଇ ଥାଏ । ଏଥିପାଇଁ ଆପଣ ପିଜୁଳି ପତ୍ର କୁ ଏକ କପ୍ ପାଣି ରେ ଫୁଟାଇ ଚା ପରି ସେବନ କରନ୍ତୁ । ଏହା ମୋଟା ପଣ କୁ ଦୁର କରି ଥାଏ ।

ଏହାର କୋଲେଷ୍ଟ୍ରଲ୍ କୁ ଷ୍ଟାର୍ଚ୍ ରେ ପରିଣତ କରି ଥାଏ । ତେବେ ପିଜୁଳି ପତ୍ର ରସ ପିଇବା ଦ୍ଵାରା ମୋଟା ପଣ ସମସ୍ୟା ଦୂର ହୋଇ ଥାଏ । ପ୍ରତ୍ୟେକ ଦିନ ଗୋଟିଏ ପିଜୁଳି ଖାଇଲେ ଏହା କ୍ୟାନ୍ସର ର ଭୟ କୁ ଦୂର କରିଥାଏ।ପ୍ରତ୍ୟେକ ଦିନ ପିଜୁଳି ଖାଇବା ଦ୍ଵାରା ଆପଣଙ୍କୁ ଜୀବନରେ କେବେ କ୍ୟାନ୍ସର ହୋଇ ନଥାଏ କାରଣ ଏଥିରେ ଲାଇକୋପିନ ଭଳି ପ୍ରତିଷେଧକ ଶକ୍ତି ଥାଏ । ଯଦି ଆପଣ ଡେଙ୍ଗୁ ଜର ରେ ପୀଡ଼ିତ ତେବେ ପିଜୁଳି ପତ୍ର ରସ ସେବନ କରିବା ଦ୍ଵାରା ଡେଙ୍ଗୁ ଜର ସଂକ୍ରମଣ କୁ କମ୍ କରି ଥାଏ ।

ପିଜୁଳି ପତ୍ର ସେବନ ଦ୍ଵାରା କୋଲେଷ୍ଟ୍ରଲ ସମସ୍ୟା ଦୁର କରି ଥାଏ । ଏହାର ସେବନ କରିବା ଦ୍ଵାରା ଖରାପ୍ କୋଲେଷ୍ଟ୍ରାଲ କୁ ଦୁର କରି ଥାଏ । ଏହା ସହିତ ପିଜୁଳି ପତ୍ର ର ପ୍ରତିଦିନ ସେବନ ଦ୍ଵାରା ଆଖି ରେ ଯଦି କୌଣସି ସମସ୍ୟା ରହିଛି ତେବେ ସେହି ସମସ୍ୟା ଦୂର ହୋଇଥାଏ ।ଦାନ୍ତ ର କଷ୍ଟ , ଦାନ୍ତ ର କଷ୍ଟ , ଦାନ୍ତ ମାଢି ରେ କଷ୍ଟ ହେଉଥିଲେ ପିଜୁଳି ପତ୍ର ରସ ପିଇବା ଦ୍ଵାରା ଏହି କଷ୍ଟ ରୁ ମୁକ୍ତି ମିଳି ଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।