ମହା ଶିବରାତ୍ରୀ (18 February) ଦିନ ଖାଇନିଆନ୍ତୁ ଏହି ୧ ଜିନିଷ ପୁରା ବର୍ଷ ଜମିକି ପଇସା ଆସିବ

18 ଫେବୃଆରୀ 2023 ପବିତ୍ର ମହା ଶିବରାତ୍ରି ଆଉ ଏହି ଦିନ ଗୋଟିଏ ଜିନିଷ ଖାଇ ନିଅନ୍ତୁ ପୁରା ବର୍ଷ ଆପଣଙ୍କ ଘରେ ଧନ ଅର୍ନ ର କମି ହେବ ନାହିଁ | ଏହି ଦିନ କେତେ ଗ୍ରହ ମାନଙ୍କର ମିଳନ ହେବା କାରଣ ରୁ ଏହି ଦିନ ରାଜ ଯୋଗ ଓ ଧନ ଯୋଗ ର ନିର୍ମାଣ ହେଉ ଅଛି | ଭଗବାନ ଶିବଙ୍କୁ ମହାଶିବରାତ୍ରି ବହୁତ ହିଁ ପ୍ରିୟ ଅଟେ ଏବଂ ଏହି ଦିନରେ ଆପଣ ଯଦି ଏହି ଗୋଟିଏ ଜିନିଷ ଖାଇ ଦିଅନ୍ତି ତ ପୁରା ବର୍ଷ ଆପଣ ଙ୍କୁ ଧନ ଜନିତ ସମସ୍ୟା ରେ ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ଏବଂ ଭଗବାନ

ଶିବଙ୍କ କୃପା ଆପଣଙ୍କ ଉପରେ ସର୍ବଦା ଲାଗି ରହିବ | ଏହି ପର୍ବ ଫଗୁଣ ମାସର କୃଷ୍ଣ ପକ୍ଷ ଚତୁର୍ଦଶୀ ଦିନ ପାଳନ କରାଯାଏ ଏହି ଦିନ ଭଗବାନ ଶିବ ଙ୍କର ବିବାହ ମାତା ପାର୍ବତୀ ଙ୍କ ସହ ହୋଇଥିଲା |

ତେବେ ଆପଣ ଯେବେ ବି ମନ୍ଦିର ଯାଉଛନ୍ତି ସେତେବେଳେ ଭଗବାନ ଶିବଙ୍କ ଲିଙ୍ଗରେ ଯେଉଁ ଜଳ ଅର୍ପଣ କରିଥାନ୍ତି ସେହି ଜଳ ମନ୍ଦିର ରେ ଯେଉଁ ବାହାରକୁ ଯାଇଥାଏ ତ ତାହାକୁ ଆପଣ କେବେ ବି ଡେଇଁବା ଉଚିତ ନୁହେଁ |

ଏହାକି ଡେଇଁବା ଦ୍ୱାରା ବହୁତ ଦୋଷ ଲାଗିଥାଏ ଆପଣଙ୍କ ଦେହ ଅସୁସ୍ଥ ମଧ୍ୟ ହୋଇ ପାରେ | ଆପଣ ଜାଣି ଥିବେ କି ଭଗବାନ ଶିବଙ୍କ ମନ୍ଦିର ରେ ସମ୍ପୂର୍ଣ୍ଣ ପରିକ୍ରମା କରାଯାଇ ନଥାଏ ଅଧ ପରିକ୍ରମା କରାଯାଇ ଥାଏ ତେଣୁ ସେଥିପାଇଁ ଆପଣ ଅଧ ପରିକ୍ରମା ନିଶ୍ଚୟ କରନ୍ତୁ |

 

ତୁଳସୀ ପତ୍ର ଭୁଲରେ ବି ଭଗବାନ ଙ୍କ ଶିବ ଉପରେ ଅର୍ପଣ କରନ୍ତୁ ନାହିଁ | କେବେ କେବେ କିଛି ଲୋକ ଜାଣିକି ବା ଅଜାଣତରେ ଶିବ ଲିଙ୍ଗରେ ସିନ୍ଦୂର ଅର୍ପଣ କରି ଦେଇଥାନ୍ତି, ଏହାସବୁ ସ୍ତ୍ରୀ ଲୋକଙ୍କର ବସ୍ତୁ ଅଟେ ଆଉ ଭଗବାନ ଶିବ ବୈରାଗ ଅଟନ୍ତି ତେଣୁ ଏହି ସିନ୍ଦୁର କି ଭଗବାନ ଶିବଙ୍କ ନିକଟରେ କେବେ ବି ଅର୍ପଣ କରିବା ଉଚିତ ନୁହେଁ |

ମହାଶିବରାତ୍ରି ଦିନ ଯଦି ଆପଣ ରାତି ସମୟରେ ପୂଜା କରିଥାନ୍ତି ତେବେ ଏହାର ଫଳ ଅଧିକ ମିଳି ଥାଏ | ଏମିତି କି ମହାଶିବରାତ୍ରି ଦିନ ଉଜାଗର ର ମଧ୍ୟ ବିଧାନ ରହିଅଛି | ବିନା ବେଲ ପତ୍ର ରେ ଯଦି ଭଗବାନ ଶିବଙ୍କୁ ପୂଜା କରନ୍ତି ତେବେ ଆପଣଙ୍କର ପୂଜା ଅଧୁରା ରହି ଯାଇଥାଏ ତେଣୁ ବେଲ ପତ୍ର ନିହାତି ଭାବରେ ଚଢାନ୍ତୁ |

ଭଗବାନ ଶିବଙ୍କ ପୂଜା ରେ କଳା ବସ୍ତ୍ର ପିନ୍ଧି ପୂଜା କରିବା କେବେ ବି ଉଚିତ ନୁହେଁ ଏହାଦ୍ୱାରା ଭଗବାନ ଶିବ କ୍ରୋଧୀତ ହୋଇ ଯାଇ ଥାଆନ୍ତି | ମହା ଶିବରାତ୍ରି ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ଯିବା ଉଚିତ, 8ଟା ପୂର୍ବରୁ ସ୍ନାନ ଆଦି କରି ନେବା ଉଚିତ କାରଣ 8ଟା ପୂର୍ବରୁ ସ୍ନାନ କରିବା ଅଶୁଭ ମାନା ଯାଇଥାଏ | ଏଥିପାଇଁ ଆପଣ ବ୍ରହ୍ମ ମୁହୂର୍ତ୍ତ ରେ ଉଠି ସ୍ନାନ ଆଦି ନିଶ୍ଚିତ ଭାବରେ କରି ନିଅନ୍ତୁ |

ଏହି ଦିନରେ ଭଗବାନ ଶିବଙ୍କର ଡମ୍ବୁରୁ ଅବଶ୍ୟ ଆଣିବା ଉଚିତ ଏହାଦ୍ୱାରା ଭଗବାନ ଶିବ ବହୁତ ଶୀଘ୍ର ପ୍ରସନ୍ନ ହୋଇ ଥାଆନ୍ତି | ଏହି ଦିନରେ ଭଗବାନ ଶିବ, ପାର୍ବତୀ ଓ ଗଣେଶ ଥିବା ଏକ ଫଟୋ ଆଣନ୍ତୁ ଏହା ଆପଣଙ୍କ ପାଇଁ ବହୁତ ହିଁ ଶୁଭ ରହିବ | ଏହି ଦିନ ରୁଦ୍ରାକ୍ଷ ଅବଶ୍ୟ ଆଣନ୍ତୁ, ଶିବ ପୁରାଣ ରେ ଏକମୁଖୀ ରୁଦ୍ରାକ୍ଷ ସାକ୍ଷାତ ଭଗବାନ ଶିବଙ୍କ ଅବତାର ଅଟେ, ଏହାକୁ ଗଳାରେ ଧାରଣ କରିବା ଦ୍ୱାରା ମନୁଷ୍ୟଙ୍କର ସବୁ ଇଛା ପୂରଣ ହୋଇଥାଏ |

ଏହା ସହିତ ମହାମୃତ୍ୟଞ୍ଜୟ ଯନ୍ତ୍ର କି ନିଜ ଘରକୁ ଆଣନ୍ତୁ ଆଉ ପୂଜା ସ୍ଥାନରେ ରଖି ଏହାର ପୂଜା କରନ୍ତୁ | ପୁରାଣ ଅନୁସାରେ ମାନା ଯାଇଥାଏ କି ବ୍ରତ ରଖିଥିବା ମନୁଷ୍ୟ ମାନେ ଦୂରଦୁରା ଫଳ କୁ ଖାଇବା ଉଚିତ ହୋଇଥାଏ | କିନ୍ତୁ ଏହାର ମଞ୍ଜି ବିଷାକ୍ତ ହୋଇଥାଏ ତେଣୁ ଏହାକୁ କେବଳ ଚାଖି ନିଅନ୍ତୁ କିମ୍ବା ମାତ୍ର ଟିକିଏ ଖାଆନ୍ତୁ କିନ୍ତୁ ନିଶ୍ଚୟ ଖାଆନ୍ତୁ, ଏହା ଦ୍ୱାରା ବ୍ରତ ପୁରା ହୋଇ ଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ