୧୫୦ ବର୍ଷ ପୁରୁଣା ପେଣ୍ଟିଂ ରେ ଏମିତି ଏକ ଜିନିଷ ଯାହାକୁ ZOOM କରି ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ
ସୋସିଆଲ ମିଡ଼ିଆ ରେ ପ୍ରତିଦିନ ଏମିତି ଅନେକ ଫଟୋ ଭାଇରଲ ହେଉଛି ଯେଉଁ ଫଟୋ ପ୍ରଥମ ନଜର ରେ ଖୁବ୍ ସାଧାରଣ ଲାଗିଥାଏ । କିନ୍ତୁ ଏହି ଓଟୋ କୁ ଯୁମ୍ କରିବା ଦ୍ଵାରା ଏହି ଫଟୋ ରୁ ଅଲଗା କାହାଣୀ ଦେଖିବାକୁ ମିଳେ । ତେବେ ଏମିତି ହିଁ ଆଜି ଏକ ପେଣ୍ଟିଂ ଆମେ ଆପଣ ଙ୍କୁ ଦେଖାଇବା ପାଇଁ ଯାଉଛୁ ଯାହା ଆଜି କାଲି ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରାଲ ହେଉଛି ଏହି ପେଟିଂ ଟି ଦେଖିବା ପାଇଁ ଖୁବ୍ ସାଧାରଣ ଅଟେ କିନ୍ତୁ ଏହି ପେଣ୍ଟିଂ କୁ ଯୁମ କଲେ ଆପଣ ଏଥିରେ ଅଲଗା କିଛି ସତ୍ୟତା ଦେଖିବାକୁ ପାଇବେ ।
ଜଣାଇ ଦେଉଛୁ ଯେ ଏହି ପେଣ୍ଟିଂ ଟି ୧୫୦ ବର୍ଷର ପୁରୁଣା ପେଣ୍ଟିଂ ଅଟେ । ଆଉ ଏହି ପେଣ୍ଟିଂ କୁ ଆପଣ ଜୁମ କଲେ ଆପଣ ଙ୍କୁ ଏକ ଚମକେଇ ଦେଉଥିବା ସତ୍ୟତା ଦେଖିବା ପାଇଁ ମିଳିବ । ଏହି ପେଣ୍ଟିଂ ଟି ଏକ ମହିଳା ଙ୍କ ର ଅଟେ ଆଉ ଏହି ପେଣ୍ଟିଂ କୁ ଆପଣ ଜୁମ କରି ଦେଖିଲେ ଦେଖିବାକୁ ପାଇବେ ଯେ ସେହି ମହିଳା ଙ୍କ ହାତରେ ଏକ ଆଇଫୋନ ଧରି ଥିବାର ନଜର ଆସିବ । ଏହି ସୁନ୍ଦର୍ ପେଣ୍ଟିଂ କୁ ଜର୍ଜ ୱାଲ୍ଡମୂଲର ପେଣ୍ଟ କରିଥିଲେ । ଏହି ପେଣ୍ଟିଂ ର ଏହି ଆଶ୍ଚର୍ଯ୍ୟଜନକ କଥା କୁ ପ୍ରଥମ ଥର ପାଇଁ ସରକାରୀ ଅଧିକାରୀ ପିଟର ରସଲେ ନୋଟିସ୍ କରିଥିଲେ ।
ମିୟୁନିଖି ର ନୂଆ ପେଣ୍ଟିଂ ମିୟୁଜୀୟମ ରେ ଏହି ପେଣ୍ଟିଂ ଲଗା ଯାଇଛି । ପିଟର ରସଲେ ଏହି ପେଣ୍ଟିଂ ବିଷୟ ରେ କହିଥିଲେ ଯେ ଏହି ପେଣ୍ଟିଂ ଟି ୧୮୫୦ ମସିହା ପାଖା ପାଖି ତିଆରି ହୋଇଥିଲା। ସେହି ସମୟ ରେ ଏହି ପେଣ୍ଟିଂ କୁ ଦେଖିଥିବା କୌଣସି ବି ବ୍ୟକ୍ତି ଏହାକୁ ଆଇ ଫୋନ୍ ବୋଲି ବୁଝି ନଥିବେ । ଲୋକ ଏହାକୁ କୌଣସି ପ୍ରକାର ବହି କିମ୍ବା ଅଲଗା ଜିନିଷ ଭାବୁଥିଲେ । କିନ୍ତୁ ଆଜି କାଲି ଜମାନା ର ଲୋକ ମାନଙ୍କ ଜୀବନ ରେ ସ୍ମାର୍ଟ ଫୋନ୍ ଏପରି ଏକ ଗୁରୁତ୍ବ ପୂର୍ଣ୍ଣ ଜିନିଷ ହୋଇ ଯାଇଛି ଲୋକ ମାନେ ପ୍ରଥମ ନଜର ରେ ହିଁ ଏହି ପେଣ୍ଟିଂ ଦେଖି ଜାଣି ପାରିଲେ ଯେ ଏହା ଏକ ସ୍ମାର୍ଟ୍ ଫୋନ୍ ବା ଆଇ ଫୋନ୍ ଅଟେ ।
ତେବେ ଆପଣ ହିଁ କୁହନ୍ତୁ ଏହି ମହିଳା ଙ୍କ ହାତରେ କଣ ହୋଇ ପାରିବ ? ୧୫୦ ବର୍ଷ ପୂର୍ବରୁ ସ୍ମାର୍ଟ ଫୋନ୍ ହେବା ଲୋକ ମାନେ ଅନୁମାନ କରନ୍ତି । ତେବେ କିଛି ଲୋକ ଏହାକୁ ଭୂତୀୟା ପେଣ୍ଟିଂ ବୋଲି ମଧ୍ୟ କହୁଛନ୍ତି। ତେବେ ସେହି ସମୟରେ ସ୍ମାର୍ଟ୍ ଫୋନ୍ ର ବ୍ୟବହାର ଲୋକ ମାନେ ଦୂର୍ ଦୂର୍ ଜାଏ ମଧ୍ୟ ଜାଣି ନଥିଲେ ଆଉ ସେହି ସମୟରେ ଏମିତି ଏକ ପେଣ୍ଟିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।