Jyotisa Shastra – ଭିକାରି ପରି ବହୁତ ବଞ୍ଚିଲେ ଏଇ ଶନିବାର ଠାରୁ ୬ଟି ରାଶି ରାଜା ଭଳି ବଞ୍ଚିବେ, ମିଳିବ ପୁଳା ପୁଳା ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ । ଶନି ଦେବଙ୍କର ଯଦି କୌଣସି ରାଶି ଉପରେ ଖରାପ ଦୃଷ୍ଟି ପଡେ ତେବେ ସେହି ରାଶିର ଜୀବନ ରେ ବହୁତ ସମସ୍ୟା ଆସିଥାଏ । କୌଣସି ବ୍ୟକ୍ତି ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ପଡେ ତେବେ ସେହି ବ୍ୟକ୍ତି ଧନ ଧାନ୍ୟରେ ପୁରୀ ଉଠେ । ଜୀବନରେ ସବୁବେଳେ ସମୃଦ୍ଧିଶାଳୀ ହେବା ପାଇଁ ଚାହେଁ । ଜୋତିଶ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳନ ଯୋଗୁଁ କାଲି ଠାରୁ ମାତା ଲକ୍ଷ୍ମୀ ଓ ଶନିଦେବ କିଛି ରାଶି ମାନଙ୍କ ଉପରେ କୃପା ଦୃଷ୍ଟି ପଡିବାରୁ ସେହି ରାଶି ମାନଙ୍କ ଜୀବନରେ ଖୁସିର ଲହରୀ ଖେଳି ଉଠିବ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମନଙ୍କ ବିଷୟରେ

1,ମେଷ ରାଶି.

ଏହି ରାଶିର ବ୍ୟକ୍ତି ମାନେ ଜୀବନରେ ବହୁତ ସଫଳତା ପାଇବେ । ବହୁତ ଦିନରୁ ପଡିରହିଥିବା କାର୍ଯ୍ୟ ପୁରଣ ହୋଇଯିବ । କୌଣସି ଭୂମି କିମ୍ବା ବାହାନ କିଣିବାର ଯୋଗ ହେଉଛି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟରେ ଉନ୍ନତି ହେବ । ଶତ୍ରୁ ମାନଙ୍କ ଉପରେ ବିଜୟୀ ପାଇବେ ।

2, କର୍କଟ ରାଶି.

ଏହି ରାଶି ମାନଙ୍କର ସବୁ ସମସ୍ୟା ଦୂର ହୋଇଯିବ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ । ପରିବାରରେ ସବୁ ସଦସ୍ୟଙ୍କ ମଧ୍ୟରେ ଏକତା ରହିବ । କୌଣସି ମିତ୍ର ପାଖରୁ ଆର୍ଥିକ ସାହାଯ୍ୟ ମିଳିବ । କୌଣସି ବଡ ବ୍ୟକ୍ତିଙ୍କଠାରୁ ବ୍ୟବସାୟରେ
ସହଯୋଗ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।

3, ବିଛା ରାଶି.

ଏହି ରାଶିର ବ୍ୟକ୍ତିଙ୍କୁ ମନ ମୁତାବକ ଚାକିରୀ ମିଳିବ । ଦାମ୍ପତ୍ୟ ଜୀବନରେ ଖୁସି ମିଳିବ । ଅଚାନକ ଭାବେ କୌଣସି କ୍ଷେତ୍ରରୁ ଧନ ମିଳିବାର ସମ୍ଭାବନା ଅଛି ।

4, ଧନୁ ରାଶି.

ବ୍ୟବସାୟୀ ମାନଙ୍କୁ ଭଲ ଲାଭ ମିଳିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ମିଳିବ । କୌଣସି ଭୂମି କିମ୍ବା ବାହାନ କିଣିବାର ସଫଳ ହେବେ । ଧନ ସଞ୍ଚୟ କରିବାରେ ସଫଳ ହେବେ । ଜୀବନ ସାଥୀଙ୍କ ସହ ଭଲ ସମୟ ବିତିବ । ପ୍ରେମ ଜୀବନ ରେ ସଫଳ ହେବେ । ଅବିବାହିତ ମାନେ ଏହି ସମୟରେ ବିବାହ ହୋଇପାରନ୍ତି । ପରିବାର ସଦସ୍ୟଙ୍କ ସହ ଭଲ ସଂପର୍କ ରହିବ ।

5, କୁମ୍ଭ ରାଶି.

ଏହି ରାଶିର ବ୍ୟକ୍ତି ମାନେ ସବୁ ସମସ୍ୟାରୁ ମୁକ୍ତି ପାଇବେ । ପ୍ରେମ ସମ୍ପର୍କ ରେ ବୃଦ୍ଧି ହେବ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ବହୁତ ଖୁସି ମିଳିବ । ସନ୍ତାନଙ୍କ ପକ୍ଷରୁ ଖୁସି ମିଳିବ । ବ୍ୟବସାୟ ଓ କାରବାରରେ ସଫଳତା ମିଳିବ ।

6, ତୁଳା ରାଶି.

ଆପଣଙ୍କ ଉପରେ ଶନି ଦେଵ ଙ୍କ କୃପା ପ୍ରାରମ୍ଭ ହେବାକୁ ଯାଉଛି । କିନ୍ତୁ ଆପଣଙ୍କୁ ଡ଼ରିବାର କୌଣସି ଆବଶ୍ୟକତା ନାହିଁ । ଏହା ଆପଣଙ୍କ ଜୀବନରେ ଖୁବ ଉନ୍ନତି କରିବାକୁ ଯାଉଛି । ଆପଣଙ୍କୁ ଆପଣଙ୍କ ମନ ପସନ୍ଦ ର ଚାକିରୀ ମିଳିବ । ଆପଣ ଙ୍କର ଏବେ ଖୁସି ର ସମୟ ଆସିବାକୁ ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।