ବାଃ ବାଃ କଲେକ୍ଟର ! ନିଜର ଦାୟିତ୍ବ ତୁଲାଇବା ପାଇଁ 14 ଦିନ ର ନବଜାତ ଶିଶୁ କୁ ନେଇ ଅଫିସ ଆସିଲେ ଏହି ମହିଳା କଲେକ୍ଟର ! ଏମିତି କଲେକ୍ଟର ପାଇଁ ଗୋଟିଏ ସେୟାର କରନ୍ତୁ…
ଆଜିର ସମୟରେ ସାରା ଦେଶ ବା ବିଶ୍ୱର ଲୋକମାନେ ଭୟଭୀତ ହୋଇ ରହିଛନ୍ତି କାରଣ କରୋନା ନାମକ ଏହା ଭୂତାଣୁ କାର ଏପରି କାୟା ବିସ୍ତାର କରିଛି କି ତାହା ପାଇଁ ସମସ୍ତେ ଏବେ ବହୁଚ ଚିନ୍ତିତ । ଏହି ମହାମାରୀ ଦ୍ୱାରା ଅନେକ ଲୋକମାନଙ୍କର ଜୀବନ ଯାଇଛି ଅନେକ ମୃତ୍ୟୁ ମୁଖରେ ପଡିଛନ୍ତି । ଲୋକମାନଙ୍କର ଏପରି ମୃତ୍ୟୁକୁ ଲକ୍ଷ୍ୟ କରି ସରକାର ମଧ୍ୟ ବହୁତ ଚିନ୍ତାରେ ରହିଛନ୍ତି ଏବଂ ଏହି ମହାମାରୀ ଠାରୁ କିପରି ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିବେ ସେଥିପାଇଁ ସର୍ବଦା ଚେଷ୍ଟିତ ରହିଛନ୍ତି ।
ଏହି କରୋନା କାରଣରୁ ସାରା ଦେଶର ସରକାର ଲକଡାଉନ ଘୋଘଣା କରିଥିଲେ କାରଣ ଲୋକମାନେ ଘରୁ ବାହାରିଲେ କରୋନା ଘର ଭିତରେ ପ୍ରବେଶ କରିବ କାରଣ ସ୍ୱଚ୍ଛତା ଏବଂ ସାମାଜିକ ଦୂରତା ହେଉଛି ଏହାର ମୁଖ୍ୟ ଅସ୍ତ୍ର ଯାହା କରୋନା ଭୂତାଣୁକୁ ବିନାଶ କରିପାରିବ ।
କରୋନା ସମୟରେ ଲୋକମାନେ ଘରୁ ବାହାରି ନାହାନ୍ତି ମାତ୍ର ପୋଲିସ , ଡାକ୍ତର , ନର୍ସ ମାନେ ସର୍ବଦା ରୋଗୀ ମାନଙ୍କର ଏବଂ ଲୋକମାନଙ୍କର ସୁରକ୍ଷାରେ ଲାଗି ରହିଛନ୍ତି । ସେହିପରି କେତେକ ଅଞ୍ଚଳରେ ଜିଲ୍ଲାପାଳ ମଧ୍ୟ ତାଙ୍କର ଜିଲ୍ଲାକୁ ସୁରକ୍ଷା ଦେବା ପାଇଁ ଏହି କରୋନା ସମୟରେ ମଧ୍ୟ କାର୍ଯ୍ୟରତ ରହିଛନ୍ତି ।
ଏହି କରୋନା ସମୟରେ ଜଣେ ଏପରି ଜିଲ୍ଲାପାଳଙ୍କର କୀର୍ତ୍ତୀମାନ ଆମ ସାମ୍ନାକୁ ଆସିଛି କି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏତେ ଅସୁବିଧାରେ ମଧ୍ୟ ସେ ନିଜର କାର୍ଯ୍ୟକୁ ଭୁଲି ନାହାନ୍ତି ଏବଂ ଲୋକମାନଙ୍କର ସୁରକ୍ଷା କଥା ସର୍ବଦା ଚିନ୍ତା କରିଛନ୍ତି ।
ଆମେ ଆପଣ ମାନଙ୍କୁ ଯେଉଁ ଜିଲ୍ଲାପାଳଙ୍କର କଥା କହୁଛୁ ସେ ହେଉଛନ୍ତି ଉତ୍ତର ପ୍ରଦେଶର ଗାଜିଆବାଦରେ ଆଇଏଏସ ଅଛନ୍ତି । ତାଙ୍କର ନାମ ହେଉଛି ସୋମ୍ୟା ପାଣ୍ଡେ । ସୂଚନା ଅନୁସାରେ ଏହି କରୋନା ସମୟରେ ସେହି ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ , ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ମଧ୍ୟ ସେ ଗୋଟିଏ ଦିନବି ରେଷ୍ଟ ନେଇ ନାହାନ୍ତି । ପିଲା ଜନ୍ମ ପରେ ଗୋଟିଏ ମାସରେ ସେ ନିଜର କାମରେ ଯୋଗ ଦେଇଛନ୍ତି ।
ସେ କହିଛନ୍ତି କି ଦେଶ ସୁରକ୍ଷିତ ରହୁ , ସେ ଦେଶର ସେବା କରିବା , ଲୋକମାନଙ୍କୁ ସଚେତନ କରିବା ପାଇଁ ଚାହିଁଛନ୍ତି । ତେବେ ଏଥିପାଇଁ ତାଙ୍କୁ କୌଣସି ଅସୁବିଧା ହେଉନାହିଁ । ଛୋଟ ଶିଶୁକୁ ଧରି ସେ ନିଜର କାମରେ ଲିପ୍ତ ରହିଛନ୍ତି , ସୋମ୍ୟାଙ୍କର ଏପରି କାର୍ଯ୍ୟ ଦେଖି ସାରା ଦେଶ ତାଙ୍କ ପାଇଁ ଗର୍ବିତ ମନେ କରିଛି ।
ଏହି ଖବରଟି ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି , ତେଣୁ କରି ଆପଣ ମାନେ ମଧ୍ୟ ସ୍ୱଚ୍ଛ ଏବଂ ସୁରକ୍ଷିତ ରୁହନ୍ତୁ ଏହା ସହ ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।