ଦେଖନ୍ତୁ ଭିଡ଼ିଓ । ୧୦ ବର୍ଷ ପୁରୁଣା ଫୋଟୋ କୁ ଫେରି ଫେରି ପାଆନ୍ତୁ ୧୦୦% ଗ୍ୟାରେଣ୍ଟି

ତେବେ ଆଜି ଆମେ ଏକ ନୂଆ ଟ୍ରିକ ବିଷୟ ରେ ଜାଣିବା ଯାହା ଦ୍ଵାରା ଆପଣ ଙ୍କ ମୋବାଇଲ ରୁ ଡିଲିଟ ହୋଇଥିବା ପୁରୁଣା ରୁ ପୁରୁଣା ଫଟୋ ମୋବାଇଲ କୁ ପୁଣି ଥରେ ଆସି ପାରିବ । ଏହା ଏକ ବହୁତ୍ ଭଲ ଆପ୍ଲିକେସନ୍ ଯାହା ଦ୍ଵାରା ଆପଣ ନିଜର ଡିଲିଟ ହୋଇ ଥିବା ଫଟୋ ପୁଣି ଥରେ ରିକଭର କରି ପାରିବେ।

ତେବେ ବେଳେ ବେଳେ ଆମେ ନଚାହିଁ ମଧ୍ୟ କିଛି ଫୋଟୋ ଡିଲିଟ ହୋଇ ଯାଇଥାଏ ଓ ଆମେ ମାନେ ଏହି ଫଟୋ ଡିଲିଟ ପାଇଁ ବହୁତ୍ ମନ ଦୁଃଖ କରିଥାଉ  ।

କାରଣ ମୋବାଇଲ ରୁ ଥରେ ଫଟୋ ଦିଲିଟ ହେଲେ ତାହା ରିକଭରି ହୋଇ ପାରେ ନାହିଁ। ତେବେ ଆଜି ଆମେ ଏମିତି ଏକ ଆପ୍ଲିକେସନ୍ ବିଷୟ ରେ କହିବୁ ଯାହା ଦ୍ଵାରା ଆପଣ ପୁରୁଣା ରୁ ପୁରୁଣା ଫଟୋ ଯାଜ ସବୁ ଦିଲିଟ୍ ହୋଇ ଥିବ ତାହା ଫେରି ପାଇବେ। ଏଥିପାଇଁ ଆପଣ ଆମ ଲେଖା ଟିକୁ ସମ୍ପୂର୍ଣ ପଢନ୍ତୁ ।

ତେବେ ପୁରୁଣା ରୁ ପୁରୁଣା ଡ଼ିଲିଟ ହୋଇ ଯାଇ ଥିବା ଫଟୋ କୁ ଡାଉନଲୋଡ୍ କରିବା ପାଇଁ ଆପଣ ଙ୍କୁ ଏକ ଆପ୍ଲିକେସନ୍ ର ଆବଶ୍ୟକ ଯାହା ଫଳରେ ଆପଣ ଏହି ଫଟୋ ସବୁ ପୁଣି ଥରେ ଡାଉନଲୋଡ୍ କରି ପାରିବେ। ଏଥିପାଇଁ ଆପଣ ପ୍ଲେ ଷ୍ଟୋର ରୁ ଫଟୋ ରିକଭାରୀ ଆପ୍ଲିକେସନ୍ ଟି ଡାଉନଲୋଡ୍ କରନ୍ତୁ। ଏହା ସେହି ଆପ୍ଲିକେସନ ଟି ଓପନ କରନ୍ତୁ।

ଏହା ପରେ ସେଥିରେ କିଛି ଆପଣ ଙ୍କୁ ସେଟିଂ ର ଆଲାଉ ଅପ୍ସନ୍ ଆସିବ ସେସବୁ ରେ କ୍ଲିକ୍ କରନ୍ତୁ। ଏହା ପରେ ସେହି ଆପ୍ଲିକେସନ୍ ଟି ଓପନ ହୋଇଯିବ ଓ ଏହା ପରେ ଏକ ସ୍କାନ ପରି ଅପ୍ସନ୍ ଆସିବ । ଆପଣ ସେଥିରେ କ୍ଲିକ୍ କରନ୍ତୁ। ବାସ ଏତିକି ହିଁ ଆପଣ ଙ୍କୁ କରିବା ପାଇଁ ଅଛି ଆଉ ଏତିକି ଦ୍ଵାରା ଆପଣ ନିଜ ପୁରୁଣା ରୁ ପୁରୁଣା ଫଟୋ ପୁଣି ଥରେ ଡାଉନଲୋଡ୍ କରି ପାରିବେ।

ତେବେ ସେହି ସ୍କାନ ରେ କ୍ଲିକ୍ କରିବା ମାତ୍ରେ ଆପଣ ଙ୍କ ମୋବାଇଲ ରେ ଯେତିକି ବି ଫଟୋ ପୂର୍ବରୁ ଆପଣ ଉଠାଇ ଥିବେ କିମ୍ବା ଆପଣଙ୍କ ମୋବାଇଲ ରେ ଥିବ ସେସବୁ ପୁଣି ଥରେ ଆସିଯିବ ରିକଭର୍ ହୋଇ । ସେହି ସବୁ ଫଟୋ ଉପରେ ସିଲେକ୍ଟ ଅପ୍ସନ୍ ଆସିବ । ଆପଣ ଯେଉଁ ସବୁ ଫଟୋ କୁ ପୁଣି ଥରେ ଡାଉନଲୋଡ୍ କରିବା ପାଇଁ ଚାହୁଁଛନ୍ତି ଆପଣ ସେଥିରେ ଥିବା ଠିକ୍ ଚିହ୍ନ ଉପରେ ବ କ୍ଲିକ୍ କରନ୍ତୁ ।

କ୍ଲିକ୍ କରିବା ପରେ ଆପଣ ଙ୍କ ଫଟୋ ପୁଣି ଥରେ ଡାଉନଲୋଡ୍ କରି ପାରିବେ । ଏହା ଖୁବ୍ ସହଜ ଉପାୟ ଏହି ଉପାୟ କରିବା ପାଇଁ ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବ ନାହିଁ । ବାସ ଏହି ଆପ୍ଲିକେସନ୍ ଡାଉନଲୋଡ୍ କରି ଆପଣ ନିଜ ଡିଲିଟ ହୋଇଥିବା ଫଟୋ ପୁଣି ଥରେ ଡାଉନଲଡ୍ କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।