ଶାନଦାର ଅଫର ! ୧୦ ବର୍ଷ ପରେ ପ୍ରଥମ ଥର ପାଇଁ ମାତ୍ର ୧୯ ଟଙ୍କା ରେ Unlimited କଲିଂ ସହ high ସ୍ପିଡ଼ ଡାଟା, ଆଜି ହିଁ ଶୀଘ୍ର ଏହାର ଫାଇଦା ଉଠାନ୍ତୁ…..
ଆଜି କାଲି ସମସ୍ତେ ସ୍ମାର୍ଟ୍ ଫୋନ୍ ବ୍ୟବହାର କରୁଛନ୍ତି । ସ୍ମାର୍ଟ୍ ଫୋନ୍ ଆମ ଜୀବନ ର ଆଜି କାଲି ଏକ ଗୁରୁତ୍ବପର୍ଣ ପାର୍ଟ୍ ହୋଇ ଯାଇଛି।ତେବେ ଏହି ସବୁ ଡାଟା ପ୍ୟକ ର ସୁବିଧା ଯୋଗୁ ଆମେ ମୋବାଇଲ ରେ ଇଣ୍ଟରନେଟ ର ସୁବିଧା ପାଇ ପାରିଥାଉ । ଆଉ ଏହି ଇଣ୍ଟରନେଟ ଯୋଗୁଁ ଆମେ ବିଭିନ୍ନ ପ୍ରକାର ସୁବିଧା ମୋବାଇଲ ଜରିଆ ରେ ପାଇ ପାରୁ । ତେବେ ଏହି ସବୁ ସୁବିଧା ପାଇ ରୀଚର୍ଜ୍ ପ୍ଲାନ୍ ଓ ଇଣ୍ଟରନେଟ ଆବଶ୍ୟକ ହୋଇଥାଏ ।
କେବଳ ମାତ୍ର ୧୯ ଟଙ୍କା ରେ ଅସୀମିତ କଲିଙ୍ଗ ସହିତ ମିଳିବ ଡାଟା । ସାଧରତଃ ଆମେ ଫୋନ୍ ରିଚାର୍ଯ କରିବା ସମୟ ରେ ସବୁଠୁ ଶସ୍ତା ପ୍ଲାନ୍ ଖୋଜି ଥାଆନ୍ତି ।
ସମସ୍ତେ ଚାହିଁ ଥାଆନ୍ତି ଏମିତି କିଛି ପ୍ଲାନ୍ ଟେଲିକମ କମ୍ପାନୀ ମାନେ କରନ୍ତୁ ଯାହାର ଦାମ୍ ବହୁତ୍ କମ୍ ଥିବ କିନ୍ତୁ ଫାଇଦା ବହୁତ୍ ଅଧିକ ଥିବ। ହେଲେ ଆଜିକାର ଏହି ମହଙ୍ଗା ଜମାନା ରେ ଏମିତି ପ୍ଲାନ୍ ମିଳିବ କୌଣସି କାଠିକର ପାଠ ନୁହେଁ କାହିଁକି ନା ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ଟେଲିକମ କମ୍ପାନୀ ମାନଙ୍କ ମଧ୍ୟରେ ଟକର୍ ଚାଲିଛି ।
କିଏ ଶସ୍ତା ପ୍ଲାନ୍ ଲଞ୍ଚ କରେ ତ କିଏ ହାଇ ସ୍ପିଡ ଡାଟା ର ଲୋଭ ଦେଖାଇ ଗ୍ରାହକ ମାନଙ୍କୁ ନିଜ ପ୍ରତି ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଆଉ ଏହି ଭଳି ଶସ୍ତା ଅଫର ଏବେ ଗ୍ରାହକ ମାନଙ୍କୁ ଭେଟି ଦେଇଛି ଭାରତୀୟ ଏୟାରଟେଲ , ଯାହାର ଦାମ୍ ରହିଛି ମାତ୍ର ୧୯ ଟଙ୍କା । ଏୟାରଟେଲ ର ୧୯ ଟଙ୍କିଆ ପ୍ଲାନ୍ ।
ଏୟାରଟେଲ ର ଏହା ହେଉଛି ସବୁଠୁ ଶସ୍ତା ପ୍ଲାନ୍ । କମ୍ପାନୀ ଏହି ପ୍ଲାନ୍ କୁ ଟ୍ରୁଲି ଅନଲିମିତେଡ କାତାଗୋରି ରେ ରଖି ଅଛି । ଅର୍ଥାତ୍ ଏଥିରେ ଅନ୍ ଲିମିଟେଡ କଲିଙ୍ଗ ର ସୁବିଧା ଦିଆ ଯାଇଛି । ଏହି ପ୍ଲାନ୍ ର ବିଶେଷତ୍ଵ ହେଉଛି ଏଥିରେ ମିଳୁ ଥିବା ଫ୍ରି କଲିଙ୍ଗ ର ସୁବିଧା କାରଣ ଏତେ କମ୍ ମୂଲ୍ୟ ରେ ଅନ୍ ଲିମିଟେଡ ଫୋନ୍ କଲ୍ ର ସୁବିଧା ପ୍ରକୃତ ରେ ଲାଭଦାୟକ ।
ତେବେ ଏୟାରଟେଲ ର ଏହି ପ୍ଲାନ୍ ର ବୈଧତା ମାତ୍ର ୨ ଦିନ । ୧୯ ଟଙ୍କା ରୀଚାର୍ଜ କରି ଆପଣ ମାଗଣା ରେ ଦୁଇ ଦିନ ଜାଏ ଅନ୍ ଲିମିଟେଡ କଲ୍ ର ଲାଭ ଉଠାଇ ପାରିବେ । ଅନ୍ୟ ପକ୍ଷରେ ଯଦି ଆମେ ଇଣ୍ଟରନେଟ ଡାଟା କଥା କହିବା ତେବେ ଗ୍ରାହକ ମାନଙ୍କୁ ଏଥିରେ ୨୦୦ MB ର ଡାଟା ମିଳିବ । ମାତ୍ର ଏୟାରଟେଲ ର ଏହି ୧୯ ଟଙ୍କିଆ ପ୍ଲାନ୍ ରେ ଫ୍ରି ଏସେମେସ ର ସୁବିଧା ନଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।